ନିର୍ବାଚନ କମିଶନ ଙ୍କ ନୂଆ ଘୋଷଣା:ଭୋଟ ଗଣନା କେନ୍ଦ୍ର କୁ ପଶି ପାରିବେ ନାହି ମନ୍ତ୍ରୀ

ଭାରତୀୟ ନିର୍ବାଚନ କମିଶନ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ପାଇଁ ପ୍ରଣୟନ କରିଛନ୍ତି ଏହି ନିୟମ।

ଭୋଟ ଗଣନା କେନ୍ଦ୍ର କୁ ଆଉ ପଶି ପାରିବେ ନାହିଁ ମନ୍ତ୍ରୀ କିମ୍ବା ବିଧାୟକ। ଯଦି କୌଣସି ମନ୍ତ୍ରୀ ମତଦାନ କେନ୍ଦ୍ର କୁ ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ସେମାନେ କେବଳ ନିଜେ ଯେଉଁ ଆସନ ରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସେହି ଆସନ ରୁ ହିଁ କେବଳ ମତଦାନ କେନ୍ଦ୍ର ରେ ପ୍ରବେଶ କରି ପାରିବେ।

ତେବେ ଆହୁରି ମଧ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ମନ୍ତ୍ରୀ ମତଦାନ କେନ୍ଦ୍ର କୁ ଫଳ ପ୍ରକାଶ ଦିନ ଯିବାକୁ ଇଛା ପ୍ରକାଶ କରନ୍ତି ତେବେ ତାଙ୍କୁ ଅନୁମତି ଦିଆ ଯିବ କିନ୍ତୁ ତାଙ୍କ ସହ ଥିବା ଅଙ୍ଗ ରଖି କିମ୍ବା ପୁଲିସ୍ ଙ୍କୁ ଅନୁମତି ଦିଆ ଯିବ ନାହି।

ତେବେ ନିର୍ବାଚନ କମିଶନ ଙ୍କ ଏହି ନିଷ୍ପତି କୁ କେତେକ ସ୍ଥାନ ରେ ସ୍ବାଗତ କରାଯାଇଥିଲେ ମଧ୍ୟ ଅନେକ ସ୍ଥାନ ରେ ବିରୋଧ କରା ଯାଇଛି।

Leave a Reply

Your email address will not be published. Required fields are marked *