ନିମନ୍ତ୍ରଣ କାର୍ଡ ବଣ୍ଟନ ପରେ ବାହା ହେବାକୁ ମନା କରିଦେଲେ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ , ଭାବି ସ୍ୱାମୀ ଙ୍କୁ ସୋସିଆଲ ମିଡିଆରେ ବ୍ଲକ ମଧ୍ୟ କରିଦେଲେ

ବଲିୟୁଡ଼ ଜଗତର ଆଇଟମ ଗାର୍ଲ ଓରଫ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଙ୍କ ବିବାହ କୁ ନେଇ ସାରା ଭାରତ ରେ ଚର୍ଚ୍ଚା ଚାଲିଥିବା ବେଳେ ନିଜେ ରାକ୍ଷୀ ପୁଣି ଥରେ ବିବାହ କୁ ମନା କରିଦେଇଛନ୍ତି ଏବଂ ଭାବି ସ୍ୱାମୀ ଦୀପକ ଙ୍କୁ ସୋସିଆଲ ମିଡିଆରେ ବ୍ଲକ କରିଦେବେ ବୋଲି କହିଛନ୍ତି I ରାକ୍ଷୀ ଙ୍କ କହିବାନୁଯାୟୀ ସେ ବହୁତ ଭଲ ଅଟନ୍ତି କିନ୍ତୁ ଦୀପକ ତାଙ୍କୁ ଖରାପ କଥା କହୁଛନ୍ତି ତେଣୁ ସେ ଏହି ପ୍ରସ୍ତାବ କୁ ରିଜେକ୍ଟ କରିଛନ୍ତି I

ଏବେ ଘର ଲୋକଙ୍କ ସହିତ ଅଧିକ ସମୟ ଦେବେ I ସୂଚନା ଥାଉ କି ଗତକିଛିଦିନ ତଳେ ଏକ ପ୍ରେସ ମିଟ ମାଧ୍ୟମରେ ରାଖୀ ଏବଂ ତାଙ୍କ ଭାବି ସ୍ୱାମୀ ଏକାଠି ଆସି ଖୁବ ଶୀଘ୍ର ବିବାହ କରିବେ ବୋଲି ,ଏପରିକି ସମ୍ପୂର୍ଣ୍ଣ ଭାବରେ ଉଲଗ୍ଣ ହେଇ ବିବାହ କରିବା ସହିତ ସୁହାଗ ରାତିକୁ ଲାଇଭ କରିବେ ବୋଲି ଗଣମାଧ୍ୟମ ଆଗରେ ଭାବି ସ୍ୱାମୀ କହିଥିଲେ I ତେବେ ଆଜି ତାଙ୍କ ସମ୍ପର୍କ ରେ ଭଟ୍ଟା ପଡିଯାଇଛି I

ଏହାକୁ କିନ୍ତୁ ସମୀକ୍ଷକ ମାନେ କହୁଛନ୍ତି କି ଏହା ଏକ ଶସ୍ତା ଲୋ କପ୍ରିୟତା ,ଗତ କିଛିଦିନ ତଳେ ମଧ୍ୟ ଜଣେ ରେସଲର ଙ୍କ ସହିତ ପଙ୍ଗା ନେଇଥିଲେ ଏବଂ ରେସଲର ଜଣଙ୍କ ରାକ୍ଷୀ ଙ୍କୁ ଟେକି ଫୋପାଡ଼ିଦେଇଥିଲେ I

Leave a Reply

Your email address will not be published. Required fields are marked *