ମାର୍ଗଶିର ମାସ ରେ ମା ଲକ୍ଷ୍ମୀ ଙ୍କ କୃପା ପାଇଁ କରନ୍ତୁ ଏହି ୨ ଟି କାମ

ହିନ୍ଦୁ ପାଞ୍ଜି ଅନୁସାରେ ବର୍ଷ ର ନବମ ମାସ କୁ ମାର୍ଗଶିର ମାସ କୁହାଯାଏ। ଏହି ମାସ ରେ ଘରେ ଘରେ ମା ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ। ଏହି ମାସ ଜପ ତପ ଓ ଧ୍ୟାନ ପାଇଁ ଉପଯୁକ୍ତ ବୋଲି କୁହାଯାଇଥାଏ।

ଏହି ମାର୍ଗଶିର ମାସ ୨୪ ନଭେମ୍ବର ରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ରହିବ। ଏହି ମାସରେ କିଛି କାର୍ଯ୍ୟ କଲେ ବହୁ ସୁଫଳ ମିଳିଥାଏ।
୧. ଏହି ମାସରେ ପ୍ରତି ଦିନ ଗୀତା ଅଧ୍ୟୟନ ସହ ଭଗବାନ ବିଷ୍ଣୁଙ୍କ ଉପାସନା କଲେ ବହୁ ପୁଣ୍ୟ ହୋଇଥାଏ।
୨. ଏହି ମାସରେ ଓଁ ନମ୍ଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
୩. ଏହି ମାସରେ ଜିରା ଖାଇବା ଅନୁଚିତ୍।
୪. ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଥିବାରୁ ଏହି ମାସରେ ସନ୍ତାନ ପ୍ରାପ୍ତି ବର ବହୁ ଜଲ୍ଦୀ ମିଲିଜାଇଥାଏ।

Leave a Reply

Your email address will not be published. Required fields are marked *