ମୋଦି ପୁରୀରୁ ଲଢ଼ିଲେ ଆମେ ସ୍ୱାଗତ କରିବୁ : ପୁରୀ ଏମ୍‌ପି ପିନାକୀ ମିଶ୍ର

ଗତକିଛିଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ଲଢ଼ିବା ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଥିବା ବେଳେ ବିଜେପି କର୍ମୀ ମଧ୍ୟ ବେସ ଉତ୍ସାହିତ ଥିବା ଜଣାପଡୁଛି I ତେବେ ଗତକାଲି ନୟାଗଡ଼ ବ୍ଳକର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ବେଳେ ସାମ୍ବାଦିକ ମାନେ ପୁରୀ ଏମପି ପିନାକୀ ମିଶ୍ର ଙ୍କୁ ମୋଦିଙ୍କ ପୁରୀ ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନ ପଚାରିଥିଲେ Iତେବେ କହିଥିଲେ କି ଯଦି ମୋଦି ମୋଦି ପୁରୀରୁ ଲଢ଼ିବେ ଆମେ ତାଙ୍କୁ ସ୍ୱାଗତ କରିବୁ I ମୋଦିଙ୍କ ପାଇଁ ଗୁପ୍ତ ଭାବରେ ସର୍ଭେ ଚାଲିଛି I ପୁରୀରୁ ଲଢ଼ିଲେ ସେ ଅପରାଜେୟ ହେବେ କି ନାହିଁ ସେନେଇ ବିଜେପି ସିକ୍ରେଟ ମିଶନ ଚଳାଇଛି I ତେବେ ବିଜେଡି ସୁପ୍ରିମ ଯଦି ଚାହିଁବେ ମୁଁ ମୋଦି ଙ୍କ ସହିତ ଲଢେଇ କରିବାକୁ ପ୍ରସ୍ତୁତ ଅଛି I

Leave a Reply

Your email address will not be published. Required fields are marked *