ବନ୍ଧା ହେବେ ଦାମ !! ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତି ର ଖଳନାୟକ କହିଲେ ବୋଲି ଦାମ ଙ୍କ ନାମରେ ଏତଲା

ଦୁର୍ନୀତି ବିରୁଧରେ ସ୍ୱର ଉତ୍ତଳନ କରି ବିଜେଡି ରୁ ବହିସ୍କୃତ ହେଇଥିବା ବଳିଷ୍ଠ ନେତା ଦାମ ରାଉତ ଙ୍କୁ ଦଳ ରୁ ବିଦା କରିବା ପରେ ନିଜର ଦଳ ବିଜୁ ସମତା କ୍ରାନ୍ତି ଗଠନ ପରେ ଚାରିଆଡେ ବୁଲୁଛନ୍ତି ଦାମ I ବିଭିର୍ଣ୍ଣ ଅଞ୍ଚଳ ରେ ଦୁର୍ନୀତି ବିରୁଧରେ ମହାସମାବେଶ ମଧ୍ୟ କରୁଛନ୍ତି I ଲୋକଙ୍କ ପ୍ରବଳ ଜନସମର୍ଥନ ମଧ୍ୟ ଦାମ ଙ୍କୁ ମିଳିବାରେ ଲାଗିଛି I ତେବେ I କଟକ ମାଲଗୋଦାମ ଥାନା ଅଞ୍ଚଳ ରେ ଗତ 6 ତାରିଖରେ ଦାମ ଏକ ବିଶାଳ ମହାସମାବେଶ ଆୟୋଜନ କରିଥିଲେ I ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଦୁର୍ନୀତି ର ଖଳନାୟକ ବୋଲି ସମ୍ଭୋଧନ କରିଥିଲେ ଯାହାକୁ ନେଇ ଦାମଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ଓଡିଶା ସୁରକ୍ଷା ସେନା I

ଲିଖିତ ଅଭିଯୋଗ ଅନୁଯାଇ ଦାମୋଦର ରାଉତ ବ୍ୟକ୍ତିଗତ ରୋଷ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଖଳନାୟକ କହି ଓଡିଶା ବାସୀଙ୍କ ମନରେ ଗଭୀର କୁଠାରଘାତ କରିଛନ

୍ତି ଏହାସହିତ ସାଧାରଣ ସଭାରେ ସାମ୍ବିଧାନିକ ପଦବୀରେ ଉଦ୍ଦେଶ୍ୟମୂଳକ ଭାବେ ସମାଲୋଚନା କରିବା IPC124 ଅନୁଯାୟୀ ଦାମ ଙ୍କ ବିରୁଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ସୁରକ୍ଷା ସେନା ପକ୍ଷରୁ ଦାବି କରାଯାଇଛି I

Leave a Reply

Your email address will not be published. Required fields are marked *