ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଇଥିଲେ କିନ୍ତୁ ଶୋଚନୀୟ ଭାବରେ ଦୁଇଟି ଯାକ ଆସନରୁ ହାରିଲେ

ଦିନ ଥିଲା ସେ ଥିଲେ ସବୁଠୁ ଲୋକପ୍ରିୟ ଯେଉଁଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟ କରାଯାଇଥିଲା I ଥରେ କି ଦୁଇଥର ନୁହେଁ ପାଞ୍ଚ ଥର ସେ ମୁଖ୍ୟମନ୍ତ୍ରୀ ହେଇଛନ୍ତି I ସେ ହେଉଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥାନ୍‌ୱାଲା I କିନ୍ତୁ ଏଥର ନିର୍ବାଚନରେ ସେ ହାରିଯାଇଛନ୍ତି I କେବଳ ହIରିନାହାନ୍ତି,ଦୁଇଟି ଆସନ ରୁ ନିଜର ପରାଜୟ ବରଣ କରିଛନ୍ତି I ସୂଚନା ଥାଉ କି ସେ ଚମ୍ଫାଇ ଏବଂ ସେରଚ୍ଚିପ୍‌ ଆସନରୁ ଲଢୁଥିଲେ କିନ୍ତୁ ଆଞ୍ଚଳିକ ଦଳ ଏମ୍‌ଏନ୍‌ଏଫ୍‌ ତାଙ୍କୁ କଡା ଟକ୍କର ଦେଇ ଶୋଚନୀୟ ଭାବରେ ପରାଜିତ କରିଛି I

Leave a Reply

Your email address will not be published. Required fields are marked *