ଶୋଚନୀୟ ପରାଜୟ ପରେ ଇସ୍ତଫା ଦେଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂ

ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଯଦିଓ ଆନୁଷ୍ଠାନିକ ଭାବେ ଘୋଷଣା ହେଇନି ତଥାପି ଛତିଶଗଡ଼ ରେ କଂଗ୍ରେସ ର ର ବିଜୟ ବାନା ଉଡ଼ିଛି ଏବଂ ବିଜେପି ପରାଜୟ ବରଣ କରିଛି I ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ସଂଖ୍ୟା ଠାରୁ ଅଧିକ ପାଇଛି କଂଗ୍ରେସ I ବିଜେପି ର ଶୋଚନୀୟ ପରାଜୟ ପରେ ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରମଣ ସିଂ।ଅନ୍ୟପକ୍ଷରେ ଓଡିଶା କଂଗ୍ରେସ ପକ୍ଷରୁ ରମଣ ଙ୍କୁ କଟାକ୍ଷ କରି ବଳିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ଯେ ରମଣ ତାଙ୍କ କଲା କର୍ମ ଭୋଗିଛନ୍ତି I ମହାନଦୀ ରେ ଡ୍ୟାମ କରି ଓଡିଶାକୁ ପାଣି ଛାଡ଼ିନଥିଲେ I ସେଥିପାଇଁ ତାଙ୍କୁ ପରାଜୟ ବରଣ କରିବାକୁ ପଡିଲା I

Leave a Reply

Your email address will not be published. Required fields are marked *