ପାକିସ୍ତାନ ପ୍ରଧାନମନ୍ତ୍ରୀ ଙ୍କୁ ବିଶ୍ୱର ସବୁଠୁ ବଡ ଭିକାରୀ ସଜେଇଦେଲା ଗୁଗଲ୍

ପ୍ରଥମ ଭିକାରି ଭାବେ ସ୍ଥାନ ପାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ : ବିଶ୍ୱର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ କୁହାଯାଉଥିବା ଗୁଗୁଲ ରେ ପ୍ରତିଦିନ ପ୍ରତିମୁହୂର୍ତ୍ତ ରେଯେଉଁ ବି ଜିନିଷ ଆମେ ଜାଣିବାକୁ ଚାହିଁଥାଉ ସର୍ଚ୍ଚ କରୁ I ଏବଂ ସଠିକ ଖବର ମିଳିଯାଇଥାଏ I ତେବେ ବେଳେବେଳେ ଗୁଗୁଲ ରେ ଏମିତି କିଛି ଘଟେ ଯାହା ଚର୍ଚାର ବିଷୟ ପାଲଟିଥାଏ I ଯେପରିକି ଗୁଗୁଲ ରେ ଇଡିଅଟ୍ ସର୍ଚ୍ଚ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ଆସିଥାଏ I ଏବେ ଠିକ ପୁଣି ସେମିତି ଏକ ଘଟଣା ଘଟିଛି I ମିଳିଥିବା ସୂଚନା ଅନୁଯାଇ ଉର୍ଦ୍ଦୁରେ ଭିକାରୀ ସର୍ଚ୍ଚ କଲେ ସର୍ବ ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇମ୍ରାନଙ୍କ ଫଟୋ ଆସୁଛି

ଯାହାକି ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି I ସୂଚନା ଥାଉ କି ପାକିସ୍ତାନ ଏବେ ଦେବାଳିଆ ଅବସ୍ଥାରେ ଅଛି କିନ୍ତୁ ତା ପୂର୍ବରୁ ପ୍ରଧାନମନ୍ତ୍ରୀ ଙ୍କୁ ଭିକାରି ସଜେଇଦେବା ସବୁଠି ଚର୍ଚ୍ଚା ଧରିଛି Iଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି କି ଏହା ଏକ ଷଡଯନ୍ତ୍ର ଅଟେ ପାକିସ୍ତାନ କୁ ନୀଚ୍ଚ ଦେଖାଇବାକୁ ବିଶ୍ୱ ଦରବାରରେ I

Leave a Reply

Your email address will not be published. Required fields are marked *