ପୁଣି ଜାତୀୟ ସ୍ତରରେ ଜଲୱା ଦେଖାଇଲେ ଓଡ଼ିଆ ଝିଅ ସୁଜାତା “ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ ସେମିଫାଇନାଲ୍‌ରେ “

ବିଭିର୍ଣ୍ଣ ଜାତୀୟ ସ୍ତରରେ ନା କରି ବେସ ସୁନାମ ଆଣିଛନ୍ତି ଓଡ଼ିଆ ମାନେ ଓଡିଶା ପାଇଁ I ନିଜର ପ୍ରତିଭା ପାଇଁ ଓଡ଼ିଶାର ନା କୁ ଗୌରବ କରିଛନ୍ତି ତେବେ ମନୋରଞ୍ଜନ ରେ ମଧ୍ୟ ଓଡ଼ିଆ କମ ନୁହନ୍ତି ,ଜାତୀୟ ଚାନେଲ ରେ ଅନନ୍ୟା ,ରିତୁରାଜ ,ସତ୍ୟଜିତ ଙ୍କ ପରି ପ୍ରମୁଖ କଳାକାର ମାନେ ତାଙ୍କ ସଂଗୀତ ରେ ସାରା ଭାରତ କୁ ଚମକାଇ ଦେଇଛନ୍ତି I ତେବେ ପୁଣି ଜଣେ ଓଡ଼ିଆ ଝିଅଙ୍କ ଜଲୱା ଦେଖିବାକୁ ମିଳିଛି କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ରିୟଲିଟି ଶୋ’ ‘ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ରେ I

ଏହି ଶୋ ର ସେମି ଫାଇନାଲ୍‌ରେ ସ୍ଥାନ ପାଇଛନ୍ତି ପୁରୀ ଝିଅ ସୁଜାତା ନିଜର ସ୍ୱାମୀଙ୍କ ସହିତ I ନିଜର ଦମଦାର ନୃତ୍ୟ ରେ ଜଜ ମାନଙ୍କର ମନ କିଣିନେଇଛନ୍ତି ଓଡ଼ିଆ ଝିଅ I

ତେବେ ପୂର୍ବରୁ ମଧ୍ୟ ଉତ୍ତରାଖଣ୍ଡ ଗଟ୍‌ ଟ୍ୟାଲେଣ୍ଟ୍‌’ ରେ ବିଜୟୀ ହେଇଥିଲେ ଉଭୟ Iସୂଚନା ଥାଉ କି ଉମାକାନ୍ତ ମାଲ୍‌ଖମ୍ବ ନୃତ୍ୟ ସିଖୁଥିବା ବେଳେ ସୁଜାତା (ମିଲି )ଙ୍କ ସହିତ ପ୍ରେମ ହେଇଯାଇଥିଲା ଏବଂ ଦୁହେଁ ଭଲପାଇ ବିବାହ କରିଥିଲେ I

Leave a Reply

Your email address will not be published. Required fields are marked *