ଶୀତ ଦିନେ କିପରି ନେବେ ମୁଁହ ର ଯତ୍ନ

ପୁରୁଷ ହୁଅନ୍ତୁ କିମ୍ବା ମହିଳା, ସୁନ୍ଦର ଦେଖାଯିବା କୁ ସମସ୍ତେ ଚାହାଁନ୍ତି। ସେଥି ପାଇ ସମସ୍ତେ ଅନେକ ଦ୍ରବ୍ୟ ର ବ୍ୟବହାର ମଧ୍ୟ କରିଥାନ୍ତି।

କିନ୍ତୁ ବେଳେବେଳେ ଦେଖାଯାଏ ଯେ କିଛି ଛୋଟ ଛୋଟ ଭୁଲ ଯୋଗୁଁ ତ୍ଵଚା ରେ ଅନେକ ସମସ୍ୟା ଦେଖାଯାଏ। ସେହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କିଛି କଥା ଉପରେ ଧ୍ୟାନ ଦେବ ଆବଶ୍ୟକ।
୧. ଯେଉଁମାନେ ଦିନରେ makeup ନେଉଛନ୍ତି ସେମାନେ ରାତିରେ ଶୋଇବା ସମୟରେ makeup remove କରି ଶୋଇବା ଆବଶ୍ୟକ।
୨. ବର୍ତ୍ତମାନ ଯୁଗ ରେ ସମସ୍ତେ ବିଳମ୍ବିତ ରାତି ଯାକେ mobile ବ୍ୟବହାର କରୁଛନ୍ତି। କିନ୍ତୁ mobile ବ୍ୟବହାର କରିବା ଦ୍ୱାରା ସେଥିରୁ ବାହାରୁଥିବା ରେଡିୟମ୍ ମନୁଷ୍ୟର ତ୍ୱଚା କୁ ନଷ୍ଟ କରିଥାଏ। ସେଥି ପାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ mobile ବ୍ୟବହାର କରିବା ଉଚିତ୍ ନୁହେଁ।

 

୩. ରାତିରେ ଶୋଇବା ସମୟରେ କେଶ କୁ ଟାଇଟ୍ କରି ବାନ୍ଧି କି ଶୋଇବା ଦ୍ୱାରା କେଶ ଝଡିଥାଏ। ସେଥି ପାଇ ଶୋଇବା ସମୟରେ କେଶ କୁ ଢିଲା କରି ଶୋଇବା ଆବଶ୍ୟକ।
୪. ସପ୍ତାହ କୁ ଥରେ ତକିଆ କୁ ସଫା କରିବା ଆବଶ୍ୟକ କାରଣ ଏହି ତକିଆ ରେ ଥିବା ଜୀବାଣୁ ମୁହଁରେ ବ୍ରଣ ଓ ଦାଗ ସୃଷ୍ଠି କରିଥାନ୍ତି।
୫. ତ୍ବଚା କୁ ସତେଜ ରଖିବାର ସହଜ ଉପାୟ ହେଉଛି ପର୍ଯ୍ୟାପ୍ତ ପରିମାଣ ର ପାଣି ପିଇବା। ଏହା ଦ୍ବାରା ଦେହ ସୁସ୍ଥ ରୁହେ ଓ ତ୍ୱଚ଼ା ର ସୁନ୍ଦରତା ମଧ୍ୟ ବୃଦ୍ଧି ପାଇଥାଏ।

Leave a Reply

Your email address will not be published. Required fields are marked *