କଣ ଆପଣ ଙ୍କ ଦାଢିକୁ ନେଇ ଚିନ୍ତିତ କି ?ମାତ୍ର 15ଦିନରେ ଘନ ବହଳିଆ ଦାଢ଼ି ହେବ ଏହି ଉପାୟରେ

ଦାଢ଼ି ହେଉଛି ପୁରୁଷମାନଙ୍କର ଏକ ଲକ୍ଷଣ I ଆଜିର ଯୁବପିଢ଼ି ଦାଢିକୁ ବେଶ ପସନ୍ଦ କରୁଥିବା ବେଳେ ଅନେକ ଯୁବ ତାରକା ମଧ୍ୟ ଦାଢ଼ି ରଖି ଏକ ନୂଆ ଲୁକ ଦେଇଥାନ୍ତି Iଏମିତିରେ ବି ଆପଣ ଦେଖିଥିବେ କି କ୍ରିକେଟ ଅଧିନାୟକ ତଥା ଯୁବ ଷ୍ଟାର ବିରାଟ କୋହଲି ପ୍ରାୟତ ସବୁବେଳେ ଦାଢ଼ି ରଖିବାକୁ ପସନ୍ଦ କରିଥାନ୍ତି I ନିଜର ପ୍ରିୟ ଷ୍ଟାର ମାନଙ୍କ ପରି ଏହାକୁ ନେଇ ସବୁ ଯୁବକ ମାନେ ଚାହିଁଥାନ୍ତି ଯେ ସେମାନଙ୍କ ର ମଧ୍ୟ ଘନ ସୁନ୍ଦର ଦାଢ଼ି ରହୁ I

ତେବେ ଏହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହେଇନଥାଏ କାହିଁକିନା ଦାଢ଼ି ହେବା ବଂଶଗତ ,ହର୍ମନ ଉପରେ ନିର୍ଭର କରିଥାଏ I ହଁ ଯଦି ଆପଣଙ୍କର ଅଳ୍ପ ଅଳ୍ପ ଦାଢ଼ି ଉଠୁଛି ଏବଂ ମଝିରେ କିଛି ଅଂଶ ରହିଯାଉଛି ତେବେ ଆପଣ ଘରୋଇ ଉପାୟ ଚେଷ୍ଟା କରିପାରନ୍ତି ଏହି ଖାଲି ବା ଫାଙ୍କା ଥିବା ସ୍ଥାନ ଗୁଡିକୁ କିପରି ଅଧିକ ଦାଢ଼ି ଉଠିପାରିବ I ନିୟମିତ ଭାବେ ଦାଢ଼ି କୁ ମଧ୍ୟ ଯତ୍ନ ନିଅନ୍ତୁ ,ସଫା ରଖିବା ସହିତ ପ୍ରତି ସପ୍ତାହରେ ଶେଭିଂ କରାନ୍ତୁ

ଏହାଦ୍ୱାରା କାହିଁକିନା କିଛି ଦାଢ଼ି ବାହାରକୁ ବାହାରିପାରିନଥାଏ ରୁମାମୂଳ ମୋଟା ଥିବା ହେତୁ ,ଶେଭିଂ ଦ୍ୱାରା ଏହା ବାହାରକୁ ଆସିଥାଏ I ପିଆଜ: ଏକ ପିଆଜ ନେଇ ତାକୁ କାଟି ଦିଅନ୍ତୁ ଏହା ର ରସକୁ ବାହାର କରି ଯେଉଁଯାଗାରେ ଅଳ୍ପ ଦାଢ଼ି ଉଠୁଛି ସେହି ସ୍ଥାନରେ ଭଲକି ଏହି ପିଆଜ ରସକୁ ମାଲିସ କରନ୍ତୁ I

ମାତ୍ର ଦୁଇ ମିନିଟ ପର୍ଯ୍ୟନ୍ତ ପାଖାପାଖି ନିୟମିତ ଭାବରେ 15/20ଦିନ ଏପରି କରିବା ଦ୍ୱରା ଯେଉଁ ସ୍ଥାନରେ ଦାଢ଼ି ଉଠିନଥାଏ ଏହା ହର୍ମନ ଶକ୍ତି ବୃଦ୍ଧି କରାଇ ଦାଢ଼ି ଘନ ଏବଂ ଗହଳ କରିବାରେ ସାହାଯ୍ୟ କରିଥାଏ I

Leave a Reply

Your email address will not be published. Required fields are marked *