ନୂଆବର୍ଷ ପୂର୍ବରୁ ମୋଦିଙ୍କ ନୂଆ ଲୁକ୍ ସହିତ ନୂଆ ପୋଜ୍ ,ସୋସିଆଲ ମିଡିଆରେ ଫୋଟୋ ଭାଇରଲ

ସରୁଛି ପୁରୁଣା ବର୍ଷ ଆଉ ଦିନ ଗୋଟାଏ ପରେ ଆସିବ ନୂଆବର୍ଷ 2019 I ନୂଆବର୍ଷ ପାଇଁ ସମସ୍ତଙ୍କର ଉତ୍ସାହ ବଢ଼ିବାରେ ଲାଗିଛି I ତେବେ ନୂଆବର୍ଷ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କିଛି ନୂଆ ଫଟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ପୋର୍ଟ ବ୍ଲେୟାରରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ଷ୍ଟାଇଲ ରେ କିଛି ଫଟୋ ଉଠାଇ ନିଜର ସୋସିଆଲ ମିଡିଆରେ ଛାଡିଥିଲେ I ଯାହାକି ଅପ୍ଲୋଡ ହେଉ ହେଉ ପୁରା ଭାଇରଲ ହେଇଥିଲା

I ପୋଷ୍ଟ ହେବାର ଅଳ୍ପ ସମୟ ମଧ୍ୟରେ ପାଖାପାଖି 1ମିଲିଅନ ବା ୧୦ ଲକ୍ଷରୁ ଉର୍ଧ ଲାଇକ କରିଥିଲେ I

Leave a Reply

Your email address will not be published. Required fields are marked *