କେଉଁ ରାଶି ର ବ୍ୟକ୍ତି ଙ୍କ ପାଇଁ କେଉଁ ରଙ୍ଗ ଶୁଭ ହୋଇଥାଏ

ରୁମାଲ୍ ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଅଟେ। ରୁମାଲ୍ ଆମର ଅନେକ କାର୍ଯ୍ୟ ରେ ଲାଗିଥାଏ। ରୁମାଲ୍ କୁ ୨-୩ ଦିନରୁ ଅଧିକ ରଖିବା ଉଚିତ୍ ନୁହେଁ। ନହେଲେ ଅନେକ ରୋଗ ର ଶିକାର ହେବାକୁ ପଡ଼ିଥାଏ।

ବହୁତ ଲୋକ ରାଶି ଅନୁସାରେ ରୁମାଲ୍ ରଙ୍ଗ ବ୍ୟବହାର କରିଥାନ୍ତି। ଏହା ଦ୍ବାରା ଅନେକ ଶୁଭ ଫଳ ମିଳିଥାଏ।

୧. ମେଷ ରାଶି ର ଲୋକମାନେ ଲାଲ୍ କିମ୍ବା ମେରୁନ୍ କଲର୍ ର ରୁମାଲ୍ ପାଖରେ ରଖିବା ଉଚିତ୍।
୨. ବୃଷ ରାଶି ର ବ୍ୟକ୍ତି ମାନେ ଧଳା ରଙ୍ଗ ର ରୁମାଲ୍ ରଖିବା ଅତ୍ୟନ୍ତ ସୁଭପ୍ରଦ।
୩. ମିଥୁନ ରାଶି ର ବ୍ୟକ୍ତିମାନେ ସବୁଜ କିମ୍ବା କଳା ରଙ୍ଗ ର ରୁମାଲ୍ ରଖିବା ଅତ୍ୟନ୍ତ ସୁଭାପ୍ରଦ ଅଟେ।
୪. କର୍କଟ ରାଶି ର ଲୋକମାନେ ଧଳା ରଙ୍ଗ ର ରୁମାଲ୍ ପାଖରେ ରଖି ପାରିବେ।
୫. ସିଂହ ରାଶି ର ବ୍ୟକ୍ତି ମାନେ ଲାଲ୍ କିମ୍ବା ଚକ୍ଲେଟ୍ ରଙ୍ଗ ର ରୁମାଲ୍ ପାଖରେ ରଖିଲେ ଭଲ।
୬. କନ୍ୟା ରାଶି ର ବ୍ୟକ୍ତିମାନେ ହଳଦିଆ କିମ୍ବା କଳା ରଙ୍ଗ ର ରୁମାଲ୍ ବ୍ୟବହାର କରିବା ଉଚିତ୍।
୭. ତୁଳା ରାଶିର ବ୍ୟକ୍ତି ମାନେ ଧଳା ରଙ୍ଗ ର ରୁମାଲ୍ ବ୍ୟବହାର କରିଲେ ଶୁଭ ଫଳ ପାଇବେ।
୮. ବିଛା ରାଶି ର ବ୍ୟକ୍ତି ଲାଲ୍ କିମ୍ବା ଚକ୍ଳେଟ୍ ରଙ୍ଗ ର ରୁମାଲ୍ ବ୍ୟବହାର କରିଲେ ଭଲ।

୯. ଧନୁ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ହଳଦିଆ ଓ ଧଳା ରଙ୍ଗ ର ରୁମାଲ୍ ଶୁଭାପ୍ରଦ।
୧୦. ମକର ରାଶି ର ବ୍ୟକ୍ତି ମାନେ କଳା ରଙ୍ଗ ର ରୁମାଲ୍ ବ୍ୟବହାର କରିପାରିବେ।
୧୧. କୁମ୍ଭ ରାଶିର ବ୍ୟକ୍ତି କଳା ଏବଂ ନୀଳ ରଙ୍ଗ ର ରୁମାଲ୍ ବ୍ୟବହାର କରିବା ଅତ୍ୟନ୍ତ ଭଲ।
୧୨. ମୀନ ରାଶିର ବ୍ୟକ୍ତିମାନେ ଧଳା ଓ ହଳଦିଆ ରଙ୍ଗ ର ରୁମାଲ୍ ବ୍ୟବହାର କରିବା ଭଲ।

Leave a Reply

Your email address will not be published. Required fields are marked *