ଭାରତ ବନ୍ଦ ପାଇଁ ଆଜି ଦିନ ୧ପର୍ଯ୍ୟନ୍ତ ଚାଲିବ ନାହିଁ ମୋ ବସ୍

ଆଜି ବିଭିନ୍ନ ଶ୍ରମିକ ସଂଗଠନ ର ଭାରତ ବନ୍ଦ ଡାକରା ପାଇଁ ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।

ତେବେ ରାଜଧାନୀ ଭୁବନେଶ୍ୱର ରେ ଆଜି ଅଟୋ ଚଳାଚଳ ସମ୍ପୂର୍ଣ ବନ୍ଦ ରହିବ ଏବଂ ଓଡ଼ିଶା ସରକାର ଙ୍କ ଦ୍ଵାରା ଚାଳିତ ମୋ ବସ୍ ମଧ୍ୟ ଆଜି ସକାଳ ୫ ରୁ ଅପରାହ୍ନ ୫ ତ ଯାଏ ବନ୍ଦ ରହିବ ବୋଲି ଜଣା ପଡିଛି।

ତେବେ ମିଳିଥିବା ଅନୁସାରେ ଯଦି ଅପରାହ୍ନ ୧ ପରେ ସ୍ଥିତି ନ ସୁଧୁରେ ତେବେ ସମ୍ପୂର୍ଣ୍ଣ ଦିନ ପାଇଁ ମୋ ବସ୍ କୁ ବନ୍ଦ କରାଯିବ।

Leave a Reply

Your email address will not be published. Required fields are marked *