କାଳିଆ ଯୋଜନା ବିଷୟରେ ସବିଶେଷ ବିବରଣୀ

କାଳିଆ ଯୋଜନା ରେ ପ୍ରାୟ ସମସ୍ତ ଲୋକ ଆବେଦନ କରିଥିବେ। କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଏହି ତାଙ୍କ କେବେ ଆସିବ, କେତେ ଟଙ୍କା ଆସିବ ଓ ତାହାକୁ ପରେ ସୁଝିବାକୁ ପଡ଼ିବ ନା ନାହିଁ।

ଗ୍ରାହକ ସେବା ଅଧିକାରୀଙ୍କ ମତରେ ଏହି ୨୫୦୦୦ ତାଙ୍କ ୫ ଟି କିସ୍ତି ରେ ମିଳିବ ଓ ପ୍ରତ୍ୟେକ କିସ୍ତି ରେ ୫୦୦୦ ଲେଖାଏଁ ଆସିବା।

କିନ୍ତୁ ଏହି ସେବା ଏହି ଗୋଟିଏ ବର୍ଷ ପାଇଁ କି ଏହା ପ୍ରତ୍ୟେକ ବର୍ଷ ମିଳିବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

କିନ୍ତୁ ପ୍ରଥମ କିସ୍ତି ଟି ରବି ଋତୁ ରୁ ଖରିଫ୍ ଋତୁ ଅର୍ଥାତ୍ ଜାନୁଆରୀ ମାସ ଶେଷ ସୁଦ୍ଧା ମିଳିଯିବ। ଏବଂ ଏହି ପଇସା ସିଧାସଳଖ ଆପଣଙ୍କ ଆକାଉଣ୍ଟ୍ ରେ ଆସିବ।

ଏହି କାଳିଆ ଯୋଜନା ରେ ଯେଉଁ ପଇସା ଚାଷୀମାନଙ୍କୁ ମିଳିବ ତାହାକୁ ପରେ ସେମାନଙ୍କୁ ପରିଶୋଧ କରିବାକୁ ପଡ଼ିବ ନାହିଁ।

ଏହି କାଳିଆ ଯୋଜନା ର ପ୍ରଥମ କିସ୍ତି ରେ ଟଙ୍କା ଆସିବା ପୂର୍ବରୁ ଏକ ଲିଷ୍ଟ୍ ଆସିଯିବ ଯାହା ଦ୍ବାରା ଆପଣମାନେ ଜାଣିପାରିବେ କି ଆପଣଙ୍କୁ ଟଙ୍କା ମିଳିବ କି ନାହିଁ।

Leave a Reply

Your email address will not be published. Required fields are marked *