କାଳିଆ ଯୋଜନା ରେ ଆସିଲା ଏହି ସବୁ ନୂଆ ପରିବର୍ତ୍ତନ: ଏବେ ହିଁ ଜାଣି ରଖନ୍ତୁ

ଆପଣମାନେ ସମସ୍ତେ କଲିଆଯୋଜନା ବିଷୟରେ ସମସ୍ତେ ଜାଣିଥିବେ। କିନ୍ତୁ ବର୍ତ୍ତମାନ କାଳିଆ ଯୋଜନା ରେ କିଛି ପରିବର୍ତ୍ତନ ଆସିଛି ଯାହାକି ପଇସା ଆସିବାର ଡେଟ୍ ର ମଧ୍ୟ ପରିବର୍ତ୍ତନ ଆସିଛି।
ଆପଣମାନେ ଆଗରୁ ଜାଣିଥିଲେ କି ଆସନ୍ତା ୨୬ ତାରିଖ ସୁଦ୍ଧା ସମସ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ପଇସା ଆସିଯିବ। କିନ୍ତୁ ସେଇଟା ବର୍ତ୍ତମାନ ପରିବର୍ତ୍ତନ ହୋଇ ୨୫ ତାରିଖ ହୋଇଯାଇଛି ।

ଯାହାକି ୨୫ ତାରିଖ ସୁଦ୍ଧା ଚାଷୀମାନଙ୍କ ପାଖକୁ ପଇସା ଆସିଯିବ।
ଆଉ ଏକ ପରିବର୍ତ୍ତନ ମଧ୍ୟ ହୋଇଛି। ଯାହାକି ଶୁଣାଯାଇଥିଲା କି ସମସ୍ତଙ୍କୁ ପଇସା ମିଳିବ। କିନ୍ତୁ ଏହା ଠିକ୍ ନୁହେଁ। ପଇସା ୩ ଟି ଶ୍ରେଣୀଭୁକ୍ତ ହିସାବରେ ଦିଆଯିବ। ପ୍ରଥମ ଶ୍ରେଣୀଭୁକ୍ତ ରେ କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦିଆଯିବ ଏବଂ ଦ୍ଵିତୀୟ ଶ୍ରେଣୀରେ ଭୂମିହୀନ ଲୋକ ଓ ତୃତୀୟ ଶ୍ରେଣୀ ରେ ଅନ୍ୟ ଚାଷୀମାନଙ୍କୁ ଦିଆଯିବ।

ପ୍ରଥମ ଶ୍ରେଣୀଭୁକ୍ତ ଲୋକ ମାନଙ୍କର ଲୀଷ୍ଟ୍ ୨୦ ତାରିଖ ରେ ଆସିଯିବ। ଯେଉଁମାନଙ୍କର ନାମ ଲିଷ୍ଟ ରେ ନଥିବ ସେମାନେ ଜାନୁୟାରୀ ୨୫ ରୁ ଫେବୃଆରୀ ୫ ଜାକେ ପୁନଃ ଆବେଦନ କରିପାରିବେ।

Leave a Reply

Your email address will not be published. Required fields are marked *