ଏଣିକି ପୋଲିସ କର୍ମଚାରୀ ଲମ୍ବା ଏବଂ ବଡ ନିଶ ରଖିଲେ ମାସକୁ ମିଳିବ ଅଧିକ ଟଙ୍କା

କଥାରେ ଅଛି ଚାକିରୀ ଭିତରେ ସବୁଠାରୁ ପ୍ରଭାବଶାଳୀ ହେଉଛି ପୋଲିସ ଚାକିରୀ I ପୋଲିସ ବାବୁଙ୍କୁ ପ୍ରାୟତ ସମସ୍ତଙ୍କର ଡର ରହିଥାଏ I ତେବେ ପୋଲିସ ଚାକିରୀ କୁ ବଡ ମୋଟା ନିଶ ବେଶୀ ମାନିଥାଏ I ମୋଟା ବଡ ନିଶ ପାଇଁ ପୋଲିସ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର ଜଣାପଡ଼ିଥାଏ Iକିନ୍ତୁ ଏବେ ବିଭିର୍ଣ୍ଣ ଚଳଚିତ୍ରରେ ହିରୋ ମାନେ ସରୁ ନିଶ ରଖିବା ଦ୍ୱାରା ଏହାର ପ୍ରଭାବ ପୋଲିସ ଙ୍କ ଉପରେ ପଡୁଛି ଯେପରିକି ଦବଙ୍ଗ ଚଳଚିତ୍ର ରେ ସଲମାନ ସରୁ ନିଶ ରଖିବା କାରଣ ରୁ ଏହାର ପ୍ରଭାବ ଅନ୍ୟ ମାନଙ୍କ ଉପରେ ପଡିଥିଲା ଏବଂ ସେମାନେ ମଧ୍ୟ ଏହି ଧରଣର ନିଶ ରଖିଥିଲେ

I ତେବେ ଉତ୍ତର ପ୍ରଦେଶ ସରକାର ଏକ ନୂଆ ନିୟମ ଘୋଷଣା କରିଛନ୍ତି I ଯେଉଁ ପୋଲିସ ମାନେ ଲମ୍ବା ,ମୋଟା ବଡ ନିଶ ରଖିବେ ସେମାନଙ୍କୁ ମାସିକ ୨୫୦ଟଙ୍କା ଅଧିକ ଦିଆଯିବ I ଏହି ଟଙ୍କାରେ ସେମାନେ ନିଜ ନିଶ ର ଯତ୍ନ ଭଲଭାବରେ ନେଇପାରିବେ I

Leave a Reply

Your email address will not be published. Required fields are marked *