ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ମୁଁ ଫେରେଇନେଇଛି ବହୁ ପୂର୍ବରୁ ଜଗିଙ୍କୁ ବିଧାନସଭାରେ ହାଜର ନିର୍ଦ୍ଦେଶ ନିନ୍ଦନୀୟ :ତାରା ବାହିନୀପତି

ବିଧାନସଭାରେ ହାଜର ହେଇଥିଲେ ଓଟିଭି ର ମାଲିକ ଜାଗି ପଣ୍ଡା I ପୂର୍ବରୁ ଗୃହର ବାଚସ୍ପତି ଙ୍କ ଉପରେ ଖବର ପ୍ରସାରଣ ନେଇ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆଣିଥିଲେ ତାରବାହିନୀ ପତି I ତାରାଙ୍କ ଅଭିଯୋଗ କୁ ଭିତ୍ତି କରି ଜାଗୀଙ୍କୁ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା ଏବଂ ଜାଗି ମଧ୍ୟ ଉପସ୍ଥିତ ରହି ପ୍ରତିକ୍ରିୟା ରଖିଥିଲେ କି ତାଙ୍କ ଦ୍ୱାରା ପରିଚାଳିତ ଓଟିଭି କୁ ହଇରାଣ କରାଯାଉଛି I ତେବେ ସନ୍ଧ୍ୟା ସମୟରେ ଅଭିଯୋଗ କରିଥିବା ତାରା ଦେଇଛନ୍ତି ବିସ୍ପୋରକ ବୟାନ I

ତାରା କହିଛନ୍ତି କି ସେ କରିଥିବା ଅଭିଯୋଗ ବହୁ ପୂର୍ବରୁ ଫେରେଇ ନେଇଛନ୍ତି ଏହା ପରେ କେଉଁ ଆଧାର ରେ ତାଙ୍କୁ ଗୃହକୁ ଡକାଯାଇଥିଲା ??ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।

Leave a Reply

Your email address will not be published. Required fields are marked *