ଆସୁଛି କାମଧେନୁ ଯୋଜନା: ଜାଣନ୍ତୁ ସବିଶେଷ ଏହି ଯୋଜନା ବିଷୟରେ

ଯଦି ଆପଣଙ୍କ ଘରେ ଗାଈ ରଖିଛନ୍ତି କିମ୍ବା ଆପଣଙ୍କ ଘରେ ଗାଈ ଅଛି ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ଏକ ଯୋଜନା ଆସିଛି ଯାହାକି କାମଧେନୁ ଯୋଜନା ନାମରେ ପରିଚିତ। ଏହି ଯୋଜନା ରେ ଗାଈ ମାନଙ୍କ ପାଇଁ କିଛି ସୁବିଧା ସୁଯୋଗ ରହିଛି।
ଗାଈ କୁ ନେଇ ବଜେଟ୍ ରେ ସବୁଠୁ ବଡ଼ ଘୋଷଣା। ଗୋମାତା ସୁରକ୍ଷା ପାଇଁ ଆସିଗଲା ରାଷ୍ଟ୍ରୀୟ କାମଧେନୁ ଆୟୋଗ ।

ସରକାର ଆରମ୍ଭ କରିବେ କାମଧେନୁ ଯୋଜନା। କାମଧେନୁ ଯୋଜନା ପାଇଁ ସାଢ଼େ ସାତଶହ କୋଟି ଟଙ୍କା ଖର୍ଚ୍ଚ ହେବ ପଶୁ ପାଳନ ପାଇଁ ଋଣ ଉପରେ ଦୁଇ ପ୍ରତିଶତ ରିହାତି। ଏହି ଯୋଜନା ପାଇଁ ସରକାରଙ୍କ ତରଫ ରୁ ଯୋଜନା ଚାଲିଛି କିନ୍ତୁ ବର୍ତ୍ତମାନ ତାହା କାର୍ଯ୍ୟକାରୀ ହୋଇନାହିଁ।
ଯେପରି ମହିଳାମାନଙ୍କ ପାଇଁ ବହୁତ୍ ଯୋଜନା କାର୍ଯ୍ୟକାରୀ ହେଉଛି ଠିକ୍ ସେହିପରି ଆଉ ଏକ ଯୋଜନା ଯାହାକି ଗାଈ ମାନଙ୍କ ପାଇଁ କାମଧେନୁ ଯୋଜନା।

ଏହି ଯୋଜନା ରେ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଗଠନ ହେବ ରାଷ୍ଟ୍ରୀୟ କାମଧେନୁ ଆୟୋଗ। ଏହି ଯୋଜନା ଅନୁସାରେ ଗାଈ ଚାଷୀ ମାନଙ୍କୁ ସେମାନଙ୍କ ଲିଷ୍ଟ ଅନୁସାରେ କିଛି ନା କିଛି ସାହାଯ୍ୟ ମିଳିବ।

Leave a Reply

Your email address will not be published. Required fields are marked *