ଓଡ଼ିଆ ପୁଅ ର ସହିଦ ରେ ଥରିଗଲା ଆକାଶ, ଅଧା ରାତିରୁ ଅଦିନିଆ ବର୍ଷା

ଆତଙ୍କବାଦୀ ଙ୍କ ଆକ୍ରମଣରେ ଚାଲିଗଲେ ଦେଶର ବୀର 44ଯବାନ I ଶହୀଦ ଙ୍କ ମଧ୍ୟରେ ସାମିଲ ଥିଲେ ଦୁଇ ଓଡ଼ିଆ ପୁଅ I ଓଡ଼ିଆ ପୁଅଙ୍କ ସହିଦ ଖବର ଶୁଣି ସାରା ରାଜ୍ୟରେ ଶୋକାକୁଳ ପରିସ୍ଥିତି I ସମସ୍ତଙ୍କ ଆଖିରେ ଲୁହର ଧାରା I ତେବେ ଗତକାଲି ରାତି ଅଧରେ ଓଡ଼ିଶାର ବିଭିର୍ଣ୍ଣ ସ୍ଥାନରେ ହଠାତ ଅଦିନିଆ ବର୍ଷା ହେଇଥିଲା I ଯାହାକି ସକାଳ ପର୍ଯ୍ୟନ୍ତ ଲାଗି ରହିଥିଲା I ତେବେ ଅଦିନିଆ ବର୍ଷାକୁ ନେଇ ଅଧିକାଂଶ ନିଜ ନିଜର ମତାମତ ରଖିଛନ୍ତି କି ଏହା ବର୍ଷା ନୁହେଁ I ଓଡିଶା ଲୋକଙ୍କ ଆଖିର ଲୁହ ଯାହାକି ଆକାଶ ମଧ୍ୟ ସମ୍ଭାଳିପାରିନଥିଲା I

ସହିଦ ଯବାନଙ୍କୁ ସ୍ୱାଗତ କରିବାକୁ ବର୍ଷୀଦେଇଥିଲା ଅମାନିଆ ଲୁହ I ସୂଚନା ଥାଉ କି ଆଉ ଅଳ୍ପ ସମୟ ମଧ୍ୟରେ ଓଡ଼ିଶାର ସହିଦ ହେଇଥିବା ଦୁଇ ରତ୍ନ ଙ୍କ ପାର୍ଥିବ ଶରୀର ପହଂଚିବେ I ଦୁଇ ସହିଦ ହେଇଥିବା ଓଡ଼ିଆ ପୁଅ ହେଉଛନ୍ତି ନିଆଳିର ମନୋଜ ବେହେରା ଏବଂ ଜଗତସିଂହପୁରର ପ୍ରସନ୍ନ ସାହୁ I ଉପସ୍ଥାପନା ଗୋପାଳ ଚନ୍ଦ୍ର

Leave a Reply

Your email address will not be published. Required fields are marked *