ପାକିସ୍ତାନ କୁ ସମର୍ଥନ କରି କପିଲ ଶର୍ମା ସୋ’ରୁ ବିଦା ହେଲେ ସିଦ୍ଧୁ

ସାରାଦେଶରେ ଯବାନ ଙ୍କ ମୃତ୍ୟୁକୁ ନେଇ ଶୋକ ଖେଳିଯାଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ଙ୍କ ଉପରେ ସବୁଆଡୁ ତୀଵ୍ରନିନ୍ଦା କରାଯାଇଥିଲା I କିନ୍ତୁ ଏଥିରେ ପ୍ରତିକ୍ରିୟା ରଖି ସିଦ୍ଧୁ କହିଥିଲେ କି ଆତଙ୍କବାଦୀ ଆକ୍ରମଣ ରେ ଯବାନ ଙ୍କ ମୃତ୍ୟୁପାଇଁ ପାକିସ୍ତାନ କୁ ଦୋଷ ଦେବା ଠିକ ନୁହେଁ ଯାହାକୁ ନେଇସବୁ ମହଲ ରୁ ବିରୋଧ କରାଯିବା ସହିତ ଟ୍ୱିଟର ରେ ମଧ୍ୟ ତାଙ୍କୁ ଦେଶଦ୍ରୋହୀ ଭାବରେ ଚିତ୍ରିତ କରିଥିଲେ ବ୍ୟବହାରକାରୀ I ତୁରନ୍ତ ତାଙ୍କୁ ଶୋ ରୁ ବିଦା ନକଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସୋସିଆଲ ମିଡିଆରେ\ମତାମତ ରଖିବା ପରେ

ଶେଷରେ ବାଧ୍ୟ ହେଇ ଟେଲିଭିଜନ ର ବରିଷ୍ଠ କର୍ମକର୍ତା କପିଲ ଶର୍ମାଙ୍କ ସୋ’ରୁ ସିଦ୍ଧୁ ଙ୍କୁ ବାହାର କରିଦେଇଛନ୍ତି I ସିଦ୍ଧୁ ଙ୍କ ବିଦା ହେବା କଥା ଶୁଣି ସବୁ ମହଲରେ ଖୁଶିର ଲହରୀ ଖେଳିଯାଇଛି I

Leave a Reply

Your email address will not be published. Required fields are marked *