୨ ବର୍ଷ ପୁଅ ର କରୁଣ ଚିତ୍କାର ପ୍ଲିଜ଼ ମୋ ବାପାଙ୍କୁ ନିଆଁ ଲଗାନି ସେ ଜଳିଯିବେ

ନିଜ ବାପା ଙ୍କ ୟୁନିଫର୍ମ ପିନ୍ଧି ୨ ବର୍ଷର ପୁଅ କହିଲା
ସାରା ଦେଶରେ ପାଳିତ ହେଉଛି ଶୋକ I 42ଜଣ ଶହୀଦ ଯବାନ ଙ୍କ ମୃତୁରେ ଥରି ଉଠିଛି ଭାରତ I କିଏ ବାପାକୁ ହରାଇ ଅନାଥ ହେଇଯାଇଛି ତ ଆଉ କିଏ ବିଧବା , କାହା କୋଳରୁ ଚାଲିଯାଇଛି ଏକୋଇର ବଳା ବିସିକେଶନ I ସବୁଆଡେ ଲୁହର ବନ୍ୟା I

ବୀର ଯବାନ ଙ୍କ ଅନ୍ତିମ କ୍ରିୟା ରେ, ବୀର ଯବାନ ଙ୍କ ଗାଁ ଅମର ରହେ ଧ୍ୱନି କମ୍ପି ଉଠିଥିଲା ଭାରତ I ସବୁଆଡେ ଶୋକର ଛାୟା I ଏମିତି ଅମର ରହେ ଧ୍ୱନି ରେ ବିଦାୟ ନେଉଥିଲେ ତାମିଲନାଡୁ ଅରିୟାଲୁର ସହିଦ ସି ଶିବଚନ୍ଦ୍ରନ I ତେବେ ଗାଁ ରେ ଦେଖିବାକୁ ମିଳିଥିଲା ଏକ ଲୋମଟାଙ୍କୁରା ଦୃଶ୍ୟ I ଦୁଇ ବର୍ଷର ପୁଅ ,ଦୁନିଆ ବିଷୟରେ କଣ ବା ତାକୁ ଜଣା ଅଛି ?? କିନ୍ତୁ ଶରୀର ରେ ଥିଲା ବାପାଙ୍କ ଯବାନ ୟୁନିଫର୍ମ I

କରୁଣ ଆଖିରେ ଅନେଇଥିଲା ବାପାଙ୍କ ମର ଶରୀର କୁ I ତେବେ ବାପାଙ୍କ ଚିତାଗ୍ନି ସମୟରେ ଭେଁ ଭେଁ ହେଇ କାନ୍ଦି ଉଠିଲା ପୁଅ I ଥରି ଥରି କହୁଥିଲା ପ୍ଲିଜ ପ୍ଲିଜ ମୋ ବାପାଙ୍କୁ ଜଲାନି ,ସେ ଜଳିଯିବେ ,ତାଙ୍କୁ ବହୁତ କଷ୍ଟ ହେବ I ଏକଥା ଶୁଣିବା ପରେ ସାରା ଗାଁ ର ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ବୋହିଆସିଥିଲା I

Leave a Reply

Your email address will not be published. Required fields are marked *