ସୋସିଆଲ ମିଡ଼ିଆ ରେ ସହିଦ୍ ଙ୍କ ଅଙ୍ଗ ପ୍ରଦର୍ଶନ କରନ୍ତୁ ନାହିଁ:ସିଆରପିଏଫ୍

ପୁଲିୱାମା ଆତଙ୍କି ହମାଲା ରେ ସହିଦ ହୋଇଥିବା ଯବାନ ଙ୍କ କ୍ଷତ ବିକ୍ଷତ ଅଙ୍ଗ ସୋସିଆଲ ମିଡ଼ିଆ ରେ ଭାଏରାଲ୍ ହେବାକୁ ଲାଗିଛି।ଏଭଳି ଫଟୋ ପୋଷ୍ଟ୍ ଏବଂ ସେୟାର ନ କରିବାକୁ ସିଆରପିଏଫ୍ ନିର୍ଦ୍ଦେଶ ଦେଇଛନ୍ତି।

ଏଭଳି କୌଣସି ପୋଷ୍ଟ୍ ଯଦି ସୋସିଆଲ ମିଡିଆ ରେ ସେୟାର ହୁଏ ତାହାହେଲେ [email protected] ମାଧ୍ୟମରେ ଜଣେଇବାକୁ ଅନୁରୋଧ କରିଛନ୍ତି।
ଏଭଳି ଫଟୋ ଯଦି ଆମେ ସୋସିଆଲ ମିଡିଆରେ ପୋଷ୍ଟ କରିବା ତେବେ ଦେଶର ଏଭଳି ନିରାଜନକ ମାହୋଲ ଦେଖି ଆତଙ୍କବାଦୀ ମାନେ ଖୁସି ମନେଇବେ ଏବଂ ଏହା ସହ ସହିଦ ମାନଙ୍କ ପରିବାରର କାନ୍ଦ ବୋବାଳି ଫଟୋ ମଧ୍ୟ ସେୟାର ନ କରିବାକୁ ଅନୁରୋଧ କରାଯାଇଛି।

ଆଶା କରୁଛୁ ଆପଣ ବୁଝିବେ ଏହାକୁ ଏବଂ ସେୟାର କରି ସଚେତନ କରାଇବେ

Leave a Reply

Your email address will not be published. Required fields are marked *