ଛି ଘୋର ଲଜ୍ୟା:ପାକିସ୍ତାନ ରେ ଥିବା ହିନ୍ଦୁ ମନ୍ଦିର କୁ ଭାଙ୍ଗି ଗୁଣ୍ଡ କରିଦେଲେ ସୈତାନ ମାନେ

42 ଯବାନ ଙ୍କୁ ହରାଇ ସାରା ଦେଶ ଏବେ କ୍ରୋଧରେ ଜଳୁଥିବା ବେଳେ ପାକିସ୍ତାନ ପୁଣିଥରେ ଦେଖିବାକୁ ମିଳିଛି ହିଂସାତ୍ମକ ଘଟଣା I ଯାହାକୁ ଦେଖିଲେ ରାଗରେ ନିଆଁ ହେଇଯିବ ପ୍ରତିଟି ହିନ୍ଦୁର ରକ୍ତ I ମିଳିଥିବା ସୂଚନା ଅନୁଯାଇ ପାକିସ୍ତାନ ରେ ରହୁଥିବା ହିନ୍ଦୁ ମାନେ ସେମାନଙ୍କ ନିକଟରେ ଏକ ହିନ୍ଦୁ ମନ୍ଦିର ସ୍ଥାପନା କରିଥିଲେ I ପ୍ରତ୍ୟକ ଦିନ ଭକ୍ତିରେ ପୂଜା ପାଠ ମଧ୍ୟ କରୁଥିଲେ I ତେବେ କିଛି ଖଳ ଲୋକ ଅଚାନକ ରାତିରେ ମନ୍ଦିର ଉପରେ ଆକ୍ରମଣ କରି ଭାଙ୍ଗିଦେଇଛନ୍ତି I ସନ୍ଦେହ କରାଯାଉଛି କି ଏହାକୁ ସିନ୍ଧ ପ୍ରାନ୍ତର ଲୋକମାନେ କରିଥିବେ I ଏନେଇ ପାକିସ୍ତାନରେ ରହୁଥିବା ହିନ୍ଦୁ ପରିଷଦର ଉପଦେଷ୍ଟା ରାଜେଶ କୁମାର ହରଦସାନୀ ଥାନାରେ ଏତଲା ଦେଇ ଅପରାଧୀ ଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି I

ଏନେଇ ଖୋଦ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ୱିଟ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାପାଇଁ ପ୍ରାନ୍ତୀୟ ପ୍ରଶାସନ ଙ୍କୁ ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *