ଲୁହ ଦେଇ ଚାଲିଗଲେ ସହିଦ ଯବାନ ଜନ୍ମ ନେଲା ପୁତ୍ର ସନ୍ତାନ, ବୁଢୀମା କହିଲା ବାହୁବଳୀ ଫେରି ଆସିଛି ବାପାର ପ୍ରତିଶୋଧ ପାଇଁ

ନିକଟରେ ତ 42 ଯବାନ ଙ୍କ ସହିଦ ରେ ସାରା ଦେଶ କାନ୍ଦି ଉଠିଛି I ସମସ୍ତଙ୍କ ଆଖିରେ ଲୁହ I କିଏ ନିଜ ପୁଅକୁ ହରାଇ ତ କିଏ ସ୍ୱାମୀଙ୍କୁ ହରାଇ ଆଉ କିଏ ନିଜ ବାପା କୁ ହରାଇ ଶୋକ ମନାଉଛନ୍ତି Iତେବେ ଉତ୍ତରପ୍ରଦେଶ ରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା ଯେଉଁଥିରେ କି ସହିଦ ପରିବାର ଙ୍କୁ ଟିକେ ସାନ୍ତ୍ୱନା ମିଳିଛି I ସୂଚନା ଅନୁଯାଇ ୨୦୧୮ ଡିସେମ୍ବର ୫ ତାରିଖରେ ଭାରତୀୟ ଯବାନ ରାଜେଶ ଯାଦବ ଡିଉଟି ରେ ଥିବା ସମୟରେ ପାକିସ୍ତାନୀ ସେନାଙ୍କ ଗୁଳିରେ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ I

ତେବେ ଦୁଇମାସ ପରେ ଏବେ ପୁଣିଥରେ ସେନାଙ୍କ ସହିଦ ରେ`ରାଜେଶ ଙ୍କ ସାରା ପରିବାର ପଛ ସ୍ମୃତି ମନେପକାଇ ଦୁଃଖ କରୁଥିବା ସମୟରେ ପରିବାର କୁ ସୁଖ ନେଇ ଆସିଛନ୍ତି ସହିଦ ଙ୍କ ସ୍ତ୍ରୀ I ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି I ଘଟଣା ଜଣାପଡିବା ପରେ ସହିଦ ରାଜେଶ ଙ୍କ ମା କହିଛନ୍ତି ଯେ ମୋ ବାହୁବଳୀ ରାଜେଶ ପୁଣିଥରେ ଫେରି ଆସିଛି I ଶତ୍ରୁଙ୍କ ଠାରୁ ପ୍ରତିଶୋଧ ନେବାକୁ

I ସୂଚନା ଥାଉ କି ରାଜେଶ ବାପାମା ଙ୍କର ଏକମାତ୍ର ଏକୋଇର ବଳା ବିସିକେଶନ ଥିଲେ I ତାଙ୍କ ବିୟୋଗ ରେ ସାରା ପରିବାରରେ ଦୁଃଖର ଲହରୀ ଖେଳି ଯାଇଥିଲା I

Leave a Reply

Your email address will not be published. Required fields are marked *