ଘର ବାଡ଼ିରେ ଥିବା ଏହି ଫୁଲ ରୁ ମିଳିଥାଏ ଅନେକ ଔଷଧୀୟ ଫାଇଦା :ଟେବୁଲ୍ ଗୋଲାପ ର ଆଶ୍ଚର୍ଯ୍ୟ ଜନକ ଉପକାରିତା

ଭଗବାନଙ୍କ ଦିଆଯାଇଥିବା ବରଦାନରେ ଗଛପତ୍ରଙ୍କ ମହତ୍ଵପୁର୍ଣ ସ୍ଥାନ ଅଛି I ଗଛପତ୍ର ମାନବ ଜୀବନରେ ମହତ୍ୱପୁର୍ଣ ଭୂମିକା ଲିଭାନ୍ତି I ଏଥିରେ କେବଳ ଖାଲି ଭୋଜନ ସମାହାର କରିବାର ଅଛି ତାହା ନୁହେଁ ଜୀବଜଗତ ସନ୍ତୁଳନ କରିବାରେ ଆଗରେ ମଧ୍ୟ ଅଛି I କାର୍ବନ ଚକ୍ର ବା ଖାଦ୍ୟ ଶୃଙ୍ଖଳା ପିରାମିଡ଼ରେ ସର୍ଵଚା ସ୍ଥାନ ଅଧିକାର କରିଥାଏ I ଇଏ ଔଷଧୀୟ ଗଛ ନା କେବଳ ଔଷଧୀୟ ମହତ୍ୱ ରଖିଥାଏ ତା ସହିତ ଅନେକ ଉପକାରୀ ମଧ୍ୟ ହେଇଥାଏ I ଆମର ଶରୀରକୁ ଆରୋଗ୍ୟ ରଖିବା ପାଇଁ ଔଷଧୀୟ ଗଛର ବହୁତ ମହତ୍ୱ ଥାଏ ତାର କାରଣ ହେଉଛି ଭାରତପୁରାଣ ,ରାମାୟଣ ଓ ମହାଭାରତ ଆଦି ପ୍ରମୁଖ ଗ୍ରନ୍ଥରେ ଏହାର ଉପଯୋଗ ହୋଇଥାଏ ଆମର ଆଖପାଖରେ ଏମିତି ଔଷଧୀୟ ଗଛ ଅଛି ଯାହାର ଗୁଣ ବିଷୟରେ ଆମକୁ ଜଣାନାହିଁ କିନ୍ତୁ ଏହି ଗଛରୁ ଆମେ ବହୁ ଶାରୀରିକ ରୋଗର ଉପକାର କରିଥାଉ I

ଯେତେବେଳେ ବିଦେଶୀ ଔଷଧ ନଥିଲା ସେତେବେଳେ ଲୋକ ଏହି ଔଷଧୀୟ ଗଛର ପତ୍ର ,ଚେର ଓ ବକଳାକୁ ଅଲଗା ଅଲଗା ଢଙ୍ଗରେ ବ୍ୟବହାର ସୁସ୍ତ ଜୀବନ ଜିଉଁଥିଲେ I ଏହାର କୌଣସି ସାଇଡି ଇଫେଟେ ନଥିଲା ଆରାମରେ ଉପକାରବି ହେଉଯାଉଥିଲା ଓ ଅତିରିକ୍ତ ଖର୍ଚ୍ଚବି ହେଉନଥିଲା I ଏହି ପରିସ୍ଥିତିରେ ଲୋକ ନିଜେ ନିଜେ ଗଛ ଲଗାଉଥିଲେ ତେଣୁ ତାଙ୍କୁ ସୁସ୍ତ ପବନ ସହିତ ନିଜ ରୋଗର ଉପକାର ମଧ୍ୟ ହେବ I

ଆଜି ଆମେ ଏମିତି ଏକ ଗଛ ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ବ୍ୟସ୍ତ ହୋଇଯିବେ I ଆମେ ଯେଉଁ ଗଛ ବିଷୟରେ କଥା ହେଉଁଛେ ସେଇ ଗଛର ନାଁ ହେଉଛି ନୋବଚି ବା ଏହା ଓଡ଼ିଆ ରେ ଟେବୁଲ ଗୋଲାପ ଭାବେ ପରିଚିତ I ଗୋଲାପ ଫୁଲ ପରି ଏହା ହେଇଥିଲେ ମଧ୍ୟ ଅତି ଛୋଟ ଛୋଟ ହେଇଥାଏ I ତାର ଫାଇଦା ବିଷୟରେ କିଛି ଜାଣିବା :ଏହାର ସବୁଠୁ ବଡ ଫାଇଦା ହେଲା ଏହି ଗଛର ପତ୍ରକୁ ସବୁଦିନ ବାଟି ଶରୀରରେ ଲଗାଇଲେ ଶରୀରର ରଙ୍ଗ ସୁନ୍ଦର ଦେଖିବାକୁ ମିଳିବ

ଏଥିରେ ଭିଟାମିନ -ଇ ବହୁତ ମାତ୍ରାରେ ମିଳେ ,ଯଦି ଆପଣଙ୍କ କେଶରେ କୌଣସିବି ସମସ୍ୟା ହେଉଛି ତ ଆପଣ ଏଇ ଗଛର ପତ୍ରକୁ ବାଟି ସବୁଦିନ ଲଗାଇଲେ ସମସ୍ୟା ପଳାଇଯାଏ

I ଏଥିରେ ଚୁଟି କଳା ଓ ଲମ୍ବାବି ହୋଇଥାଏ I ଯଦି ଆପଣଙ୍କ ଶରୀରରେ କୌଣସି ଖଣ୍ଡିଆ ହୋଇଯାଏ ୟାକୁ ଲଗାଇବା ଫଳରେ ଭଲ ହୋଇଯାଏ I ଏଥିରେ ଭିଟାମିନ -ଇ ଥିବା ଯୋଗୁ ଏହା ଶରୀର ଓ କେଶ ପାଇଁ ବହୁତ ଫାଇଦା ହୋଇଥାଏ I

Leave a Reply

Your email address will not be published. Required fields are marked *