ପୃଥିବୀର ଏମିତି ପାଞ୍ଚଟି ରାସ୍ତା ଯେଉଁଥିରେ କି ଗାଡି ନେଇକି ଗଲେ ସିଧା ପହଁଚିବେ ମୃତ୍ୟୁର ଦ୍ୱାର ଯମପୁର

ଆମେମାନେ ସୁନ୍ଦର ରାସ୍ତାରେ ଯାତ୍ରା କରିବାକୁ ଭଲପାଉ I କିନ୍ତୁ ଆମକୁ ଏହା ଜଣାନାହିଁଯେ ଏମିତି ରାସ୍ତା ଅଛି ଯେଉଁଠି ଯାତ୍ରା କରିବା ମୃତ୍ୟୁ ସହ ସମାନ ହୋଇଥାଏ I ଯଦି ଆପଣ ଯାତ୍ରା କରିବାକୁ ଭଲପାଆନ୍ତି ତ ଏହି ରାସ୍ତା ବିଷୟରେ ଜାଣିବା ନିହାତି ଦରକାର I
1.ପ୍ୟଶେଯେ ଡିକୋଇଶ ଫ୍ରାନ୍ସ ;ଏହି ରୋଡର ଲମ୍ବା 4.5 କି.ମି ଏହି ରୋଡ ଫ୍ରେଞ୍ଚ ମେୟର୍ଲାଣ୍ଡକୁ ଯୋଡ଼େ ଏହି ରୋଡ ପ୍ରଥମେ ଆପଣଙ୍କୁ ବହୁତ ଭଲ ଲାଗିବ ଏବଂ ଆପଣ କିଛି ସମୟ ଯାତ୍ରା କଲାପରେ ଆପଣଙ୍କର ଏହି ଚିନ୍ତାଧାରା ସମ୍ପୂର୍ଣ ବଦଳିଯିବ କାରଣ ଏହି ରୋଡ ପାଣିରେ ବୁଡ଼ିଯାଇଥାଏ ଏହି ରୋଡ ଦିନକୁ ଦୁଇଥର ବୁଡ଼ିଯାଏ

ଆପଣ ଯାତ୍ରା କଲା ସମୟରେ ଜାଣିପାରିବେ ନାହିକି ଏହି ରୋଡ କେଉଁଠି ଅଛି I ଗାଡି ଚଲେଇବା ସମୟରେ ଟିକେ ଯଦି ଭୁଲ କରିଦିଅନ୍ତି ତାହେଲେ ଗାଡି ସହିତ ଆପଣବି ଚାଲିଯିବେ ପାଣି ଭିତରକୁ ଏହି ରୋଡ଼ ଅଧିକାଂଶ ସମୟ ପାଣିରେ ବୁଡିରହିଥିବାରୁ ରୋଡ ଓଦା ଏବଂ ଚିକଣ ରହିଥାଏ I 2.ପଟିଓ ପୋଲୋ ପଡ଼ିକାକି ରୋଡ ଗ୍ରୀସ :

-ଏହି ରୋଡ 23କି.ମି ଲମ୍ବା ଏବଂ ଉଚତା ହାପ କି.ମି ହେବ I ଏହି ରୋଡ ଦେଖିବାକୁ ସୁନ୍ଦର ହେଇଥିଲେ ମଧ୍ୟ ସେହି ତୁଳନାରେ ଗାଡି ଚଳାଇବା ବହୁତ ଖାତାରନାଖ କାରଣ ଏଠି ବହୁତ ଟ୍ରକ ଚାଲେ ଓ ଲାଇନ ମାର୍କିଙ୍ଗ ନଥାଏ ତେଣୁ ରାତିରେ ଗାଡି ଚଳାଇବା ବହୁତ କଷ୍ଟ ହୋଇଥାଏ I ବହୁତ ସମୟ ଏହି ରୋଡ଼ରୁ ଗାଡି ତଳକୁ ଖସିପଡ଼େ କାରଣ ହାଇ ଟର୍ଣ୍ଣିଙ୍ଗ ଯୋଗୁ I 3.ଲାକ୍ସର ଅଲହର୍ଜର ରୋଡ ଇଜିପ୍ଟି:

ଏହି ରୋଡ ଲାକ୍ସର ସିଟି ଏବଂ ରେଡି ସିକୁ ସଂଯୋଗ କରୁଛି I ବହୁତ ଟୁରିଷ୍ଟି କହନ୍ତି ଯେ ଏହି ରୋଡ଼ଠୁ ଦୂରରେ ରୁହନ୍ତୁ କାରଣ ଏହି ରୋଡ ମରୁଭୂମି ଏବଂ ପାହାଡ଼ ଦେଇ ଗତି କରିଛି ଯଦି ଆପଣଙ୍କ ଗାଡି ବ୍ରେକଡ଼ାଉନୁ ହୋଇଗଲା ଦୂରଦୂରାନ୍ତର ପର୍ଯ୍ୟନ୍ତ କେହି ଦେଖାଯିବେନାହିଁ ତାପରେ ଏହି ରୋଡ ହେଉଛି କ୍ରିମିନାଲ ମାନଙ୍କର ଆଡା I 4.ଡାରୋକ ଜର୍ଜ ରୋଡ ତାଇୱାନ :

ଏହା ଟାଇୱାନର ହାଇୱେ ନମ୍ବର 8 ଓ ଏହାକୁ ତାଇୱାନର ମୋଷ୍ଟ ଡେଡ଼ଲିଏଷ୍ଟେ ରୋଡ ମଧ୍ୟ କୁହନ୍ତି I ଅଧିକ ସମୟ ଭୂମିକମ୍ପ ହୋଇଥାଏ ଏହି ରୋଡ଼ରେ ଏବଂ ତା ସହିତ ପତଳା I ଏହି ପତଳା ରୋଡ଼ରେ ଯାତ୍ରା କରିବା ସମୟରେ ମଝିରେ ମଝିରେ ଏମିତି ଟର୍ଣ୍ଣିଙ୍ଗ ପଏଣ୍ଟ ଆସେ ଯାହାକୁ ହଟାସ୍ୱ ଦେଖିବା ସମ୍ପୂର୍ଣ କଷ୍ଟ ହୋଇଥାଏ ଯାହାକୁ ଆମେ ବ୍ଲାଇଂଡି କନର୍ସ କହିଥାଉ ଏହି ବ୍ଲାଇଂଡି କନର୍ସ ଯୋଗୁ ବହୁତ ଦୁର୍ଘଟଣା ହୋଇଥାଏ I 5.ସ୍କିପର କାନନ ରୋଡ ନ୍ୟୁଜଲାଣ୍ଡ :

ଆପଣ ଶୁଣି ଆରଶ୍ଚଯ୍ୟ ହେବେଯେ ନ୍ୟୁଜଲାଣ୍ଡର କୌଣସି କମ୍ପାନୀ ହେଲଥ ଇନ୍ସୁରାନ୍ସ କରିବେ ନାହିଁ ଏଥିପାଇଁଯେ ଆପଣ ଯଦି ଯାତ୍ରା କରିବାକୁ ପ୍ଲାନ କରିଛନ୍ତି ଏହି ରୋଡ଼ରେ ଏହି ସାଉଥ ୱେସ୍ତେରେ ଅଛି ଏହି ରୋଡ ଦୁଆନିଆର ସବୁଠୁ ଖାତରନାଖ ରୋଡ କାରଣ ଏହି ରୋଡ଼ରେ ଗାଡି ଚଳାଇବା ବହୁତ ବଡ ଚ୍ୟାଲେଞ୍ଜ I

ଏହି ରୋଡ ପାହାଡ଼ ପର୍ବତ ମଧ୍ୟ ଦେଇ ଯାଇଛି ଏହାର ଲମ୍ବା ଷୋଳ ମାଇଲ ଓ ପତଳା ମଧ୍ୟ ଏମିତିକି ଦୁଇଟି ଗାଡି ମୁହାମୁହିଁ ହେଇଗଲେ ଗୋଟେ ଗାଡିକୁ ପଛକୁ ଯିବାକୁ ପଡିବ I ଏହି ରୋଡ଼କୁ 1 ନମ୍ବରରେ ରଖିବାର ମୁଖ୍ୟ କାରଣ ହେଲା ଏହି ରୋଡ଼ରେ ଘଟୁଥିବା ଦୁର୍ଘଟଣା I

Leave a Reply

Your email address will not be published. Required fields are marked *