ତଣ୍ଟିଆ ମାରି ବଦନାମ ହେଇଥିବା ବିଧାୟକ ସହିଦ ଙ୍କ ଦାଦା ଙ୍କ ସହ ଉଠାଇଲେ ସେଲ୍ଫି

ଓଡ଼ିଶାର ବୀର ଯବାନ ମନୋଜ ବେହେରା ଦେଶ ପାଇଁ ବଳିଦାନ ଦେଇଦେଲେ କିନ୍ତୁ ତାଙ୍କ ପରିବାରର ସଦସ୍ୟ ଚୈତନ୍ୟ ବେହେରା ଙ୍କୁ ତଣ୍ଟିଆ ମାରିବାର ଭିଡିଓ କଟକ ସୀମା ପାର ହେଇ ପାକିସ୍ତାନ ରେ ବ୍ରେକିଙ୍ଗ ନିଉଜ ହେବା ପରେ ବିରୋଧୀ କଂଗ୍ରେସ ତାଙ୍କ ଗିରଫ ଦାବିକରି ବିଭିର୍ଣ୍ଣ ଥାନାରେ ଏତଲା ଦେଇଛନ୍ତି I ବିଧାୟକ ମଧ୍ୟ ନିସର୍ତ୍ତ କ୍ଷମା ମାଗି ଅଜଣାତରେ ଏଭଳି ଭୁଲ ହେଇଥିବା ସ୍ୱୀକାର କରିଛନ୍ତି I ପରେ ଅବଶ୍ୟ ନିଜର ମତ ବଦଳାଇ ଦେବାଶିଷ ଙ୍କୁ କ୍ଲିନ ଚିଟ ଦେଇଥିଲେ ତଣ୍ଟିଆ ର ଶିକାର ହେଇଥିବା ଦାଦା I ତେବେ ଗତକାଲି ସହିଦ ମନୋଜ ବେହେରାଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ବିଧାୟକ ଦେବାଶିଷ , ଏବଂ ପୂର୍ବରୁ ତଣ୍ଟିଆ ମାରିଥିବା ଦାଦାଙ୍କ ସହ ନେଇଥିଲେ ସେଲ୍ଫି I

ଯାହାକି ଏବେ ସବୁଆଡେ ଚର୍ଚ୍ଚା ହେବାରେ ଲାଗିଛି Iକେହି କେହି ଏହି ଫଟ କୁ ସେଲ୍ଫି ଅଫ ଦ ଇଅର ବୋଲି କହିଛନ୍ତି I

Leave a Reply

Your email address will not be published. Required fields are marked *