ପୁଣି ଇଂରାଜୀ ପ୍ରଶ୍ନ ପତ୍ର ଲିକ୍… WhatsApp ରେ  ହେଲା  ଭାଇରାଲ

ପରୀକ୍ଷାର ୨ୟ ଦିନରେ ପୁଣି ଥରେ ଇଂରାଜୀ ପ୍ରଶ୍ନପତ୍ର ହ୍ୱାଟ୍‌ସଆପ୍‌ରେ ହେଲା ଭାଇରାଲ, ସୂଚନା ଥାଉ କି ପ୍ରଥମ ଦିନରେ ବି ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଏବଂ ପ୍ରଶ୍ନପତ୍ର ର ଅସଲି ପ୍ରଶ୍ନପତ୍ର ସହିତ ମେଳ ଖାଇଥିଲା ପରେ ୪ଜଣ ଏହି ଘଟଣାରେ ନିଲମ୍ବିତ ହେଇଥିଲେ ।ତେ୍ବେ ପୁଣି ଥରେ ଆଜି ମଧ୍ୟ ବଲାଙ୍ଗିର,ଭବାନୀପାଟଣା ରେ ଇଂରାଜୀ ପ୍ରଶ୍ନ ପତ୍ର ଭାଇରଲ ହେବା ପରେ ପରୀକ୍ଷା ପରିଚାଳନା ର ଅପାରଗତା ପଦାରେ ପଡିଛି I

ଆଜି ପରୀକ୍ଷା ସକାଳ 19ଟାରେ ଆରମ୍ଭ ହୋଇଥିଲା ବେଳେ 10.50 ରେ ପ୍ରଶ୍ନପତ୍ର WhatsApp ରେ ଭାଇରାଲ ହେଇଥିଲା Iବିଭାଗୀୟ ଅଧିକାରୀ ଏବଂ ମନ୍ତ୍ରୀ ଏହାକୁ ଖଣ୍ଡନ କରିଥିବା ବେଳେ ଘଟଣାର ଜାଞ୍ଚ ଚାଲିଛି

Leave a Reply

Your email address will not be published. Required fields are marked *