ଜମ୍ମୁ କାଶ୍ମୀର ର ବଡ଼ଗମ୍ ରେ ଜଳିଗଲା ଭାରତୀୟ ବାୟୁସେନା ର ଜେଟ୍

ଭାରତୀୟ ବାୟୁ ସେନା (IAF )ଗତ କାଲି ୪୪ ଜଣ ଯବାନଙ୍କ ବଳିଦାନ ର ପ୍ରତିଶୋଧ ନେଇଛି ପାକିସ୍ଥାନର ନିଜ ମାଟିରେ ପଶି ୩୦୦ ଆତଙ୍କବାଦୀଙ୍କୁ ବିନାଶ କରିଦେଇଛି।
କିନ୍ତୁ ଆଜି ଦିନ ୧୦:୦୫ ସମୟରେ ଜାମ୍ମୁ ଏବଂ କାଶ୍ମୀରର ବଡଗମ୍ ଜିଲ୍ଲା ଅନ୍ତର୍ଭୁକ୍ତ ଗାରେଣ୍ଡ କାଲାନ୍ ଗ୍ରାମରେ ଭାରତୀୟ ବାୟୁ ସେନାର ଏକ ବିମାନ ଆକସ୍ମିକ ଧକ୍କା ଖାଇ ଗାରେଣ୍ଡ କାଲାନ ଗ୍ରାମର ଏକ ଖୋଲା ପଡିଆ ରେ ପଡ଼ିଥିଲା।ଏବଂ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମଧ୍ୟ ମିଳିଛି।ଏବଂ ଅଫିସିଆଲ୍ ସୂତ୍ରରୁ ଜଣା ପଡ଼ିଛି କି ଏହି ବିମାନ ଟି ଦୁଇ ଖଣ୍ଡ ହୋଇ ଯଥା ଶୀଘ୍ର ନିଆଁ ଧରିଥିଲା।

Leave a Reply

Your email address will not be published. Required fields are marked *