ପାଇଲଟ ଙ୍କୁ ନଛାଡିଲେ ପାକିସ୍ତାନ ପାଇଁ ପରିଣାମ ଭୟଙ୍କର ହେବ ଭାରତୀୟ ପାଇଲଟ ଙ୍କୁ ତୁରନ୍ତ ସୁରକ୍ଷିତ ଛାଡ ନଚେତ .

ଭାରତୀୟ ପାଇଲଟ ଅଭିନନ୍ଦନ ଙ୍କ ଅଟକ ପରେ ଏବେ ସବୁଆଡେ ତାଙ୍କ ପାଇଁ ଆଶଙ୍କା I ଯେପରି ଭାରତୀୟ ପାଇଲଟ ଙ୍କର କିଛି ଅସୁବିଧା ନହୁଏ ସେନେଇ ଭାରତର ସମସ୍ତ ଲୋକ ସ୍ୱର ଉଠାଇଛନ୍ତି I ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ପାକିସ୍ତାନ କୁ କଡା ଚେତାବନୀ ଦେଇସାରିଲାଣି ତୁରନ୍ତ ସୁରକ୍ଷିତ ଭାବରେ ପାଇଲଟ ଙ୍କୁ ଭାରତରେ ଛାଡିବା ପାଇଁ ପାକିସ୍ତାନ କୁ ଭାରତ ଚେତାବନୀ ଦେଇଛି I

ଏହା ସହିତ ପାକିସ୍ତାନ ତରଫରୁ ଜାରି ହେଇଥିବା ଭିଡିଓ ରେ ଭାରତୀୟ ପାଇଲଟ ଙ୍କ ସହିତ ଅତି କଦର୍ଯ୍ୟ ବ୍ୟବହାର କରାଯାଇଥିବା ଭାରତ ଅଭିଯୋଗ କରିଛି ଯାହାକି ଅନ୍ତରାଷ୍ଟ୍ରୀୟ ମାନବିକ ନିୟମ ଏବଂ ଜେନେଭା ନିୟମ କୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି I ତେବେ ଅନୁମାନ କରାଯାଉଛି କି ଯଦି ପାକିସ୍ତାନ ପାଇଲଟ ଙ୍କୁ ନଛାଡେ ପରିସ୍ଥିତି ଭୟଙ୍କର ହେଇପାରେ I

ଏପରିକି ଭାରତ ସିଧାସଳଖ ଯୁଦ୍ଧ ଘୋଷଣା କରିପାରେ ପାକିସ୍ତାନ ବିରୁଧରେ I ଏମିତିକି ଘନ ଘନ ବୈଠକ ମଧ୍ୟ ବସିବାରେ ଲାଗିଛି ଆଗାମୀ କାର୍ଯ୍ୟପନ୍ଥା ପାଇଁ I

Leave a Reply

Your email address will not be published. Required fields are marked *