ରକ୍ତମୁଖା ପାକିସ୍ତାନ:କହିଲେ ଖୁବ ଶୀଘ୍ର ନେବୁ ପ୍ରତିଶୋଧ ସେନା କହିଲେ 40 ବଦଳରେ 400 ଗଲା ,ଭୁଲ ଦୋହରାଇଲେ 44ହଜାର ମୁଣ୍ଡ ଗଡେଇ ଦେବୁ

କୌଣସି ଉତ୍ସବ ନଥାଇ ମଧ୍ୟ ଚାରିଆଡେ ବିଜୟର ମାହୋଲ I ମନରୁ ସହିଦ ଙ୍କ କଥା ଲିଭିନି ,ଆଖିରୁ ଲୁହ ଶୁଖିନି ତଥାପି 40ବଦଳରେ 300 ପାକିସ୍ତାନ ଆତଙ୍କୀ ଙ୍କ ମୃତ୍ୟୁ ରେ ସାରା ଦେଶରେ ଖୁଶି ଖେଳିଯାଇଛି I ସବୁଆଡୁ ପ୍ରଶଂଶାର ସୁଅ ଛୁଟିବାରେ ଲାଗିଛି I ତେବେ ପାକିସ୍ତାନ ରେ ଭାରତର ଜୋରଜବରଦସ୍ତ ଧଶେଇପସିବା ଘଟଣାରେ ଚିନ୍ତିତ ହେଇପଡ଼ିଚି ପାକିସ୍ତାନ I ସବୁଆଡୁ ପାକିସ୍ତାନ ଉପରେ ଚାପ ପଡିବାରେ ଲାଗିଛି

I ପାକିସ୍ତାନ ପ୍ରଧାନମନ୍ତ୍ରୀ ଙ୍କ ବିରୋଧରେ ଜୋରଦାର ନାରା ଲାଗିଲାଣି ,ଏପରି କ୍ଷେତ୍ରରେ ଚୁପ ରହିବାକୁ ଚାଁହୁନି ପାକିସ୍ତାନ I ପ୍ରତିଶୋଧ ନେବାପାଇଁ ନିଜ ଯୋଜନା ପ୍ରସ୍ତୁତି ଚଳାଇଛି I ଭାରତ ଠାରୁ ପ୍ରତିଶୋଧ ନେବାକୁ ପଡୋଶୀ ରାଷ୍ଟ୍ର ଜାପାନ କୁ ସାହାଯ୍ୟ ମାଗିଛି ପାକିସ୍ତାନ ତେବେ ଜାପାନ ସହିତ ଭାରତର ସମ୍ପର୍କ ଅତି ନିବିଡ଼ ହେଇଥିବାରୁ ଏ ଘଟଣାରେ କୌଣସି ବି ପ୍ରତିକ୍ରିୟା ରଖିନାହାନ୍ତି ଜାପାନ I କିନ୍ତୁ ଭାରତୀୟ ସେନା କହିଛି କି 40 ନେଇଥିଲ ବଦଳରେ 400 ଯାଇଛନ୍ତି ଆଉ ଭୁଲ କରନି ନଚେତ ଏଥର କ୍ଷମା ନାହିଁ I ଟିକିଏ ଭୁଲ କଲେ ଏଥର ପାକିସ୍ତାନ ରେ ଧ୍ବଂସ ର ତାଣ୍ଡବ ରଚାଯିବ I

Leave a Reply

Your email address will not be published. Required fields are marked *