ଆସନ୍ତା କାଲି ଭାରତ ଆସିବେ କମାଣ୍ଡର ଅଭିନନ୍ଦନ ,ଡରିଗଲା ପାକିସ୍ତାନ ବିନା ସର୍ତ୍ତରେ ଛାଡିଲା କହିଲା ଆମେ ଶାନ୍ତି ଚାଁହୁ

ଶତ୍ରୁକୁ ପାନେ ଦେବାକୁ ପିଛାକରି ପାକିସ୍ତାନ ଦ୍ୱାରା ପଣବନ୍ଦୀ ହେଇଥିବା କମାଣ୍ଡର ଅଭିନନ୍ଦନ ଙ୍କ ପାଇଁ ଏବେ ସାରା ଭାରତ ଆଶଙ୍କିତ ,କେବଳ ଭାରତ ନୁହେଁ ବିଶ୍ୱରେ ମଧ୍ୟ ଆଲୋଡନ ସୃଷ୍ଟି ହେଇଚି I ତୁରନ୍ତ କମାଣ୍ଡର ଙ୍କୁ ଛାଡିବା ପାଇଁ ଭାରତ ଚେତାବନୀ ଦେବାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବୈଠକ ଡାକିଥିଲେ କିନ୍ତୁ ଯେ ପର୍ଯ୍ୟନ୍ତ କମାଣ୍ଡର ଙ୍କୁ ନଛାଡିଛନ୍ତି ମୋଦି କୌଣସି ଆଲୋଚନା କରିବେନି ବୋଲି ସିଧାସଳଖ ଜଣାଇଦେଇଥିଲେ I

ଏନେଇ ଆଜି ଭାରତର ଗୁପ୍ତ ବୈଠକ ବସିଥିଲା ଆଗାମୀ କାର୍ଯ୍ୟପନ୍ଥା ପାଇଁ I ତେବେ ସବୁ ଚର୍ଚାର ଅବସାନ ଘଟାଇ ଶେଷରେ ବାଧ୍ୟ ହେଇ ପାକିସ୍ତାନ ଭାରତୀୟ କମାଣ୍ଡର ଙ୍କୁ ଛାଡିବାକୁ ରାଜି ହେଇଚି ଏନେଇ ପ୍ରଧାନମନ୍ତ୍ରୀ ସଂସଦରେ ଘୋଷଣା କରିଛନ୍ତି I ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଶାନ୍ତି ଚାଁହୁଛୁ ,ଶାନ୍ତି ପାଇଁ କମାଣ୍ଡର ଅଭିନନ୍ଦନ ଙ୍କୁ ଆମେ ଭାରତ ଫେରେଇଦେବୁ ବିନା କୌଣସି ସର୍ତ୍ତରେ I ଏପଟେ ପାକିସ୍ତାନ ର ଏପରି ଚିନ୍ତାଧାରା କୁ ସମସ୍ତେ ସ୍ୱାଗତ କରିଛନ୍ତି I

Leave a Reply

Your email address will not be published. Required fields are marked *