ଜାରି ହେଲା ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶର ତାଲିକା : ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ବର୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଭଲ ନାହିଁ। କିଛି ଦିନ ପୂର୍ବରୁ ଜମ୍ମୁ କାଶ୍ମୀରର ପୂଲୱାମା ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ ୪୦ ଜଣ ଯବାନ ସହୀଦ ହୋଇଥିଲେ। ଏହା ପରେ ସମଗ୍ର ଭାରତ ପାକିସ୍ତାନ ପାଖରୁ ପ୍ରତିଶୋଧ ନେବାରେ ସଂକଳ୍ପ ହୋଇଥିଲା। ଏହି ଆକ୍ରମଣ ରେ ଜୈଶ୍- ଏ – ମହମ୍ମଦ ଆତଙ୍କବାଦୀ ସଂଗଠନ କରାଇଥିଲା। ଏହି ଆତଙ୍କବାଦୀ ସଂଗଠନ ମୁଖ୍ୟ କାର୍ଯ୍ୟାଳୟ ପାକିସ୍ତାନ ରେ ରହିଛି। ଏପରି ସ୍ଥଳେ ଭାରତୀୟ ବାୟୁ ସେନା କିଛିଦିନ ପୂର୍ବେ ପାକିସ୍ତାନ ଅଧିକୃତ ଜମ୍ମୁ କାଶ୍ମୀର ରେ ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ଏଥିରେ ୩୦୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ଏକ ତାଲିକା ରେ ସ୍ଥିର କରାଯାଇଛି ଯେଉଁଥିରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ର ତାଲିମ ରହିଛି।

ଯଦି ଏହି ତାଲିକା ପାକିସ୍ଥାନ ଦେଖିବ ତେବେ ସେ ଭାରତ ରେ ଶକ୍ତି ବିଷୟ ରେ ସବୁ କିଛି ଜାଣି ପରିବ। ବିଶ୍ଵ ର ସବୁଠୁ ଶକ୍ତିଶାଳୀ ଦେଶ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନ ରେ ରହିଛି। ଏଥିରେ ମୋଟ୍ ୨୫ ଟି ଦେଶ କୁ ସାମିଲ କରାଯାଇଛି। ଯେଉଁଥିରେ ଭାରତ ଚତୁର୍ଥ ସ୍ଥାନ ରେ ରହିଛି

ଏହି ଶକ୍ତିଶାଳୀ ଦେଶ ର ତାଲିକା ରେ ପାକିସ୍ଥାନ ତ୍ରୟୋଦଶ ସ୍ଥାନ ରେ ରହିଛି। ସବୁଠୁ ଆଗରେ ରହିଛି ଆମେରିକା। ଏହାପରେ ଦ୍ଵିତୀୟ ସ୍ଥାନ ରେ ଋଷ ଏବଂ ତୃତୀୟ ସ୍ଥାନ ରେ ଚିନ୍ ରହିଛି। ଏବଂ ଭାରତ ଚତୁର୍ଥ ସ୍ଥାନ ରେ ରହିଛି।

Leave a Reply

Your email address will not be published. Required fields are marked *