ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସି ଖବର ! କର୍ମଚାରୀଙ୍କ ବିଭିନ୍ନ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର ।

ବର୍ତ୍ତମାନ ଅଗ୍ନିଶମ କର୍ମଚାରୀ ମାନଙ୍କ ପାଇଁ ଏକ ଖୁସିର ଖବର। ସରକାର ଅଗ୍ନିଶମ କର୍ମଚାରୀ ମାନଙ୍କ ପାଇଁ କିଛି ସୁବିଧା ର ବନ୍ଦୋବସ୍ତ କରିଛନ୍ତି। ରାଜ୍ୟସରକାର ଅଗ୍ନିଶମ ଅଗ୍ନିଶମ କର୍ମଚାରୀଙ୍କ ର ବିଭିନ୍ନ ଭତ୍ତା ବୃଦ୍ଧି କରିଛନ୍ତି। ଏବଂ ଅତିରିକ୍ତ ଡିଉଟି କରୁଥିବା କର୍ମଚାରୀ ଙ୍କୁ ୧ ମାସ ର ଅଧିକ ଦରମା ଦିଆଯିବ ବୋଲି ସୂଚନା ମିଳିଛି।

ସେମାନଙ୍କର ଗମନା ଗମନ ଭତ୍ତା କୁ ୭୫ ଟଙ୍କା ରୁ ବୃଦ୍ଧି କରାଯାଇ ୧୫୦ ଟଙ୍କା କରାଯାଇଛି। ସେହିପରି ସ୍ଵତନ୍ତ୍ର ଖାଦ୍ୟ ଭତ୍ତା ମାସିକ ୭ ସହ ଟଙ୍କା ରୁ ବୃଦ୍ଧି କରାଯାଇ ୯ ସହ ଟଙ୍କା କରାଯାଇଛି। ତେବେ ପୂର୍ବରୁ ବିଭିନ୍ନ ଦାବି ନେଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆନ୍ଦୋଳନ ର ଡାକରା ଦେଇଥିଲେ।

Leave a Reply

Your email address will not be published. Required fields are marked *