ବିଜେଡି କୁ ଶକ୍ତ ଜବାବ ଦେଲେ ବୈଜୟନ୍ତ :ଯୋଉଠୁ ବିରୋଧ ହେଉଥିଲା ସେଇଠି ଦେଖାଇଲେ ଦମ୍ :ଛାନିଆ ହେଲେଣି ବିରୋଧୀ

ବିଜେପି ରେ ଯୋଗଦାନ ପରେ ବୈଜୟନ୍ତ ଙ୍କ ପ୍ରତି ପ୍ରବଳ ଜନସମର୍ଥନ ବଢ଼ିବାରେ ଲାଗିଥିବା ବେଳେ ଓଡିଶା ଫେରି ପ୍ରଥମ ଥର ପାଇଁ ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ା କୁ ଗତକାଲି ଗସ୍ତ କରିଥିଲେ ବୈଜୟନ୍ତ I ତେବେ କେନ୍ଦ୍ରାପଡା ରେ ବୈଜୟନ୍ତ ଙ୍କୁ ସ୍ୱାଗତ କରିବାକୁ ପ୍ରବଳ ଭିଡ଼ ହେଇଥିଲା I ହଜାର ହଜାର ସଂଖ୍ୟାରେ ପ୍ରଶଂସକ ସ୍ୱାଗତ କରିବାକୁ ଛୁଟି ଆସିଥିଲେ ସ୍ୱାଗତ ସମ୍ବର୍ଧନା ଦେବାକୁ I କେନ୍ଦ୍ରାପଡା ରେ ଆୟୋଜିତ ସମାବେଶ ରେ ବୈଜୟନ୍ତ ଯୋଗ ଦେଇ ନବୀନ ଙ୍କ ବିରୁଧରେ ବର୍ଷୀ ଛନ୍ତି I

ସୂଚନା ଥାଉ କି କେନ୍ଦ୍ରାପଡା ରେ ବୈଜୟନ୍ତ ଙ୍କୁ ଏକ ପାଣିଟାଙ୍କି ଉଦଘାଟନ ସମୟରେ ବିରୋଧ କରାଯାଇଥିଲା ଏପରିକି ପଥର ମଧ୍ୟ ତାଙ୍କ ଉପରକୁ ମରାଯାଇଥିଲା I ତେବେ ଆଜିର ଶକ୍ତି ପ୍ରଦର୍ଶନ ପରେ ବିରୋଧୀ ଶିବିର ରେ ଛାନିଆ ପଶିଥିବା ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *