କାଳିଆ ଛାତ୍ରବୃତ୍ତି ର ଟଙ୍କା କେବେ ମିଳିବ?

କୃଷକ ମାନଙ୍କ ର କାଳିଆ ଯୋଜନା ପରି ଛାତ୍ର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଣିଛନ୍ତି କାଳିଆ ଛାତ୍ରବୃତ୍ତି ଯୋଜନା। ଏହି ଯୋଜନା ବିଷୟରେ ଆପଣମାନେ ସମସ୍ତେ ଜାଣିଥିବେ ଓ ଏଥିରେ ଅନେକ ପିଲା ଫର୍ମ ମଧ୍ୟ ଭରିଥିବେ। କିନ୍ତୁ ଏହି ଯୋଜନା ରେ ଆବେଦନ କରିବ ସମୟରେ କେତେକ ଲୋକ କେତେକ ଭୁଲ ମଧ୍ୟ କରିଦେଇଥିଲେ। କିନ୍ତୁ ବାର୍ତ୍ତା ସେହି ସମସ୍ୟା ର ସମାଧାନ ପାଇଁ ରାସ୍ତା ଆସିଯାଇଛି। ଏହାକୁ ସଂଶୋଧନ କରିବା ପାଇଁ କାଳିଆ ୱେବ୍ ସାଇଟ୍ କୁ ଆସି ଆପଣଙ୍କ ପେଜ ଓପେନ କରି ସେହି ପେଜ ରେ ଥିବା edit option କୁ ବ୍ୟବହାର କରି ଆପଣଙ୍କ ଭୁଲ କୁ ସଂଶୋଧନ କରି ପାରିବେ।

କିନ୍ତୁ ଆପଣଙ୍କ ଭୁଲ କୁ ସଂଶୋଧନ କରିବା ପାଇଁ ଆପଣ ସେହି edit option କୁ ଯାଇ ସେଥିରେ reference number ଏବଂ ମୋବାଇଲ ନମ୍ବର ଦେଇ ସରିଲା ପରେ ତାହାକୁ verify କରନ୍ତୁ। ଏବଂ ତାପରେ ଆପଣ ଙ୍କ application form ଓପନ୍ ହୋଇଯିବ। ତାହା ପରେ ଆପଣ ଯାହା ବି ପରିବର୍ତ୍ତନ କରିବା କଥା ତାହା ପରିବର୍ତ୍ତନ କରିବେ। ଏବଂ ଏହା ପରେ ତାହାକୁ ପୁଣି ଥରେ submit କରିଦେବେ।

Leave a Reply

Your email address will not be published. Required fields are marked *