ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ

ଗତ କାଲି ବିଳମ୍ବିତ ରାତି ରେ ଗୋଆ ର ମୁଖ୍ୟ ମନ୍ତ୍ରୀ ଭାବେ ରାଜଭବନ ରେ ଶପଥ ନେଇଛନ୍ତି ପ୍ରମୋଦ ସାୱନ୍ତ।

ମନୋହର ଙ୍କ ଦେହାନ୍ତ ପରେ ନୂଆ ହେବାକୁଥିବା ମୁଖ୍ୟମନ୍ତ୍ରୀ ଙ୍କ ଦୌଡ ରେ ସେ ଆଗୁଆ ଥିଲେ। ଏହା ସହ ଗୋଆ ଫରୱାର୍ଡ ପାର୍ଟି ର ବିଜୟ ସରଦେଶାଏ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ଏହା ସହ ସହ ୧୧ କ୍ୟାବିନେଟ୍ ମନ୍ତ୍ରୀ ଙ୍କୁ ମଧ୍ୟ ପଦ ଓ ଗୋପନୀୟତା ଭାବରେ ଶପଥ ଗ୍ରହଣ କରିଛନ୍ତି ରାଜ୍ୟପାଳ।

Leave a Reply

Your email address will not be published. Required fields are marked *