ମହିଳା ମାନେ ସିନ୍ଧୁର ପିନ୍ଧିବା ବେଳେ କଣ କଲେ ଅଖଣ୍ଡ ସୌଭାଗ୍ୟ ବତୀ ହୋଇଥାନ୍ତି

ଟୋପାଏ ସିନ୍ଦୂର ହେଉଛି ସଧବା ସୁଲକ୍ଷଣୀ ନାରୀ ର ସନ୍ତକ। ନିଜ ସ୍ବାମୀ ନାମରେ ନାରୀ ନିଜ ଶିନ୍ଥି ରେ ପିନ୍ଧି ଥାଏ ସୁହାଗ ର ସିନ୍ଦୂର। ସିନ୍ଦୂର ପିନ୍ଧି ନାରୀ ସ୍ବାମୀ ର ଦୀର୍ଘ ଜୀବନ କାମନା କରିଥାଏ। ତେବେ ଘରେ ଯଦି ଅଶାନ୍ତି ଲାଗି ରହିଥାଏ ତେବେ ସିନ୍ଦୂର ଏପରି କିଛି କରିବା ଦ୍ବାରା ଘରେ ନକାରାତ୍ମକ ଶକ୍ତି ର ବିନାଶ ଘଟିଥାଏ।

୧ . ବୁଧବାର ଦିନ ଗୋଟିଏ ପାନପତ୍ର ରେ ଅଳ୍ପ କିଛି ଫିଟିକିରୀ ଓ ଅଳ୍ପ କିଛି ସିନ୍ଦୂର ଲଗାଇ ଏକ ଓସ୍ତ ଗଛ ତଳେ ରଖି ଦିଅନ୍ତୁ। କିନ୍ତୁ ଧ୍ୟାନ ଦେବାକୁ ପଡ଼ିବ ଯେ ଆପଣଙ୍କୁ ଯେମିତି କେହି ଦେଖି ପାରନ୍ତି। ଏପରି କରିବା ଦ୍ବାରା ଆପଣଙ୍କ ସ୍ବାମୀ ଙ୍କ ଉପରୁ ସମସ୍ତ ନକାରାତ୍ମକ ଦୃଷ୍ଟି ଦୂରେଇ ଯିବା।

୨. ଯଦି ସବୁବେଳେ ଆର୍ଥିକ ସମସ୍ୟା ଦେଖା ଦେଉଥାଏ ତେବେ ଏକ ନଡ଼ିଆ ରେ ସିନ୍ଦୂର ଲଗାଇ ଏକ ଲାଲ୍ କପଡ଼ା ରେ ବାନ୍ଧି ମା ଲକ୍ଷ୍ମୀ ଙ୍କ ପାଖରେ ରଖି ପୂଜା କରନ୍ତୁ। ଆର୍ଥିକ ସମସ୍ୟା ରୁ ମୁକ୍ତି ପାଇବେ।

୩. ତେଲ ସହିତ ସିନ୍ଦୂର ମିଶ୍ରଣ କରି ଘର ସାମ୍ନା ରେ ଏକ ସ୍ଵସ୍ତିକ ଚିହ୍ନ କରନ୍ତୁ। ଏହା ଦ୍ୱରା ଘର କୁ କୌଣସି ନକାରାତ୍ମକ ଶକ୍ତି ଆସି ପାରିବ ନାହିଁ।

Leave a Reply

Your email address will not be published. Required fields are marked *