ଖରାଦିନେ ଆଖୁରସ ପିଉଛନ୍ତି କି? ଜାଣି ରଖନ୍ତୁ କେଉଁ ସମୟରେ ପିଇବା ଅନୁଚିତ୍ ଆଖୁରସ

ଆଖୁ ରସ ରେ କ୍ୟାଲସିୟମ, ପୋଟାସିୟମ, ଆଇରନ, ମ୍ୟାଗ୍ନେଶିୟମ ଓ ଫସଫରସ ଭଳି ଆବଶ୍ୟକୀୟ ପୋଷଣକରି ତତ୍ତ୍ଵ ପ୍ରଚୁର ପରିମାଣ ରେ ରହିଛି। ଏହା ଛଡ଼ା ଆଖୁ ରସ ଆମ ଶରୀର ରେ ରକ୍ତ ସଞ୍ଚାଳନ କୁ ବି ଠିକ୍ କରିଥାଏ। କିନ୍ତୁ କେତେକ ଅବସ୍ଥା ରେ ଆଖୁରସ ବର୍ଜନୀୟ ହୋଇଥାଏ। ସେହି ଅବସ୍ଥା ଗୁଡ଼ିକ ହେଉଛି:-

୧. ଯଦି ଆପଣଙ୍କ ଓଜନ ଅଧିକ ହୋଇଥାଏ ତେବେ ଆଖୁରସ ପିଇବ ଅନୁଚିତ୍।କାରଣ ଏଥିରେ ଅଧିକ ପରିମାଣ ରେ କ୍ୟାଲୋରୀ ଓ ସୁଗାର୍ ଥାଏ ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

୨. ଯଦି ଆପଣ ଙ୍କ କାଶ ହେଉଛି ତେବେ ଆଖୁରସ ପିଆନ୍ତୁ ନାହିଁ। କାରଣ ଏହା ଦ୍ବାରା ଶରୀର ରେ କଫ ର ସମସ୍ୟା ଦେଖାଯାଇଥାଏ।

୩. ଯଦି ଆପଣଙ୍କ ପେଟ କାଟୁଥିବା ତେବେ ମଧ୍ୟ ଆଖୁରସ ପିଇବା ଅନୁଚିତ୍।

Leave a Reply

Your email address will not be published. Required fields are marked *