ବିଜେପି ପରଘର ତିଅଣ ରେ ଅତିଥି ସଂସ୍କାର କରିବାକୁ ଯାଇ ପ୍ରାଥୀ ଘୋଷଣା କରିପାରୁନି

ସରିଛି ନିର୍ବାଚନ ତାରିଖ ଘୋଷଣା I ପ୍ରଥମ ପର୍ଯ୍ୟାୟ ପାଇଁ ବିଜେଡି ପକ୍ଷରୁ ପ୍ରାଥୀ ଘୋଷଣା ସରିଥିବା ବେଳେ କଂଗ୍ରେସ ମଧ୍ୟ ରାତି ଅଧିଆ ତାଲିକା ଘୋଷଣା କରିସାରିଛି I ତେବେ ୟା ମଧ୍ୟରେ ବିଜେପି ର ପ୍ରାଥୀ ଘୋଷଣା ହେଇପାରୁନାହିଁ I ଘନ ଘନ ବୈଠକ ଚାଲିଛି ପ୍ରାଥୀ ଚୟନ ଙ୍କୁ ନେଇକି I ତେବେ ଏନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ 120+ ନାରା ଦେଉଥିବା ବିଜେପି ପାଖରେ 120 ପ୍ରାଥୀ ହିଁ ନାହାନ୍ତି I

ସେଥିପାଇଁ ଏ ପର୍ଯ୍ୟନ୍ତ ଘୋଷଣା ହେଇପାରୁନାହିଁ I ବିଜେଡି ର ଅସନ୍ତୁଷ୍ଟ ପ୍ରାଥୀ ଙ୍କୁ ଗୋଟେଇ ନିଜ ପ୍ରାଥୀ କରିବାକୁ ବିଜେପି ଏତେ ବିଳମ୍ବ କରିଛି I ଆହରି ମଧ୍ୟ କହିଛନ୍ତି ଯେ ବିଜେପି ପରଘର ତିଅଣ ରେ ଅତିଥି ସଂସ୍କାର କରିବାକୁ ଯାଇ ପ୍ରାଥୀ ଘୋଷଣା କରିପାରୁନି I ଏହାର ବିଜେପି କହିଛି କି ବିଜେଡି ନିଜ କଥା ବୁଝୁ ,ଦଳରେ ଯେଉଁ ସମସ୍ୟା ଲାଗିରହିଛି ତାକୁ ଆଗ ସୁଧIରୁ I

Leave a Reply

Your email address will not be published. Required fields are marked *