ଚାଲିଗଲେ ବରିଷ୍ଠ ନେତା ଦାମୋଦର ରାଉତ ଙ୍କ ପତ୍ନୀ

ରାଜ୍ୟ ରାଜନୀତିରେ ଜଣାଶୁଣା ତଥା ଓଡ଼ିଶାର ପାୱାରଫୁଲ ନେତା ଦାମୋଦର ରାଉତ ଙ୍କ ପତ୍ନୀ ସ୍ନେହଲତା ମହାପାତ୍ର ଙ୍କ ପରଲୋକ ହେଇଯାଇଛି I ଏନେଇ ଝିଅ ପ୍ରୀତିନନ୍ଦା ସୂଚନା ଦେଇ କହିଛନ୍ତି କିଛିଦିନ ଧରି ସେ ଅସୁସ୍ଥ ଥିଲେ ଏବଂ ତାଙ୍କୁ ହସ୍ପିଟାଲ ଚିକିତ୍ସା କରାଯାଉଥିଲା I ତେବେ ଆଜି ଅକସ୍ମାତ ତାଙ୍କର ମୃତ୍ୟୁ ହେଇଚି I ତାଙ୍କ ମୃତ୍ୟୁ ରେ ପରିବାର ଏବଂ ସମର୍ଥକ ମଧ୍ୟରେ ଶୋକର ଛାୟା ଖେଳିଯାଇଛି I

୭୨ ବର୍ଷ ବୟସରେ ସ୍ନେହଲତା ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି I ସୂଚନା ଥାଉ ରାଜ୍ୟ ରାଜନୀତି ରେ ଦାମୋଦର ଜଣେ ପରିଚିତ ବ୍ୟକ୍ତି I ବିଜେଡି ରୁ ବିଦା ହେବାପରେ ବିଜେପି ରେ ମିଶିଥିଲେ ଦାମୋଦର I

Leave a Reply

Your email address will not be published. Required fields are marked *