ପୁଲୱାମା ରେ ସହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ହୋଲି ପାଳନ ହେଉଥିଲେ ମଧ୍ୟ ,ଏହି ରଙ୍ଗର ପର୍ବ କୁ ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ସମସ୍ତ ସମର୍ଥକ ,ଶୁଭେଛୁ ଏବଂ ନେତାମାନଙ୍କୁ ନବୀନ ନିବାସ ନ ଆସିବାକୁ ଅନୁରୋଧ କରାଯାଇଛି I ପୁଲୱାମାରେ ଆତଙ୍କବାଦୀ ଙ୍କ ଆକ୍ରମଣରେ 40ରୁ ଉର୍ଧ ବୀର ଯବାନ ସହିଦ ହେଇଯାଇଥିଲେ ଯେଉଁଥିରେ କି ଆମ ଓଡ଼ିଶାର ମଧ୍ୟ ଦୁଇଜଣ ଅଛନ୍ତି ତେଣୁ ସହିଦ ଯବାନ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ହୋଲି ଖେଳିବେନି I

Leave a Reply

Your email address will not be published. Required fields are marked *