ବଢିଲା ଖରା ପ୍ରକୋପ: ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ୍, ମେ ୬ ରୁ ଖରା ଛୁଟି

ଦିନକୁ ଦିନ ଖରା ବଢିଚାଲିଥିବା ବେଳେ ,ପ୍ରବଳ ଗରମ ଅସହ୍ୟ ହେଲାଣି I ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଆସନ୍ତା ଏପ୍ରିଲ ୨ରୁ ତାରିଖରୁ ସମସ୍ତ ବିଦ୍ୟାଳୟ କୁ ସକାଳୁଆ କରିଦିଆଯାଇଛି Iଏପ୍ରିଲ ୨ ତାରିଖରୁ ମେ ୫ ପର୍ଯ୍ୟନ୍ତ ସମସ୍ତ ସରକାରୀ,ଘରୋଇ ବିଦ୍ୟାଳୟ ଖୋଲା ରହିବ I ଏହାପରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ମେ’ ୬ତାରିଖରୁ ସମସ୍ତ ସ୍କୁଲ ଗୁଡିକୁ ଖରା ଛୁଟି ଘୋଷଣା କରିଦିଆଯାଇଛି I ତେବେ ସକାଳୁଆ ସମୟରେ ବିଦ୍ୟାଳୟଗୁଡିକ ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଖୋଲାରହିବ I

Leave a Reply

Your email address will not be published. Required fields are marked *