100 ପ୍ରାଥୀ ଘୋଷଣା ହେଇଥିଲା ପୁଣି 22 ବିଧାୟକ ପ୍ରାଥୀ ଙ୍କ ନାମ ଘୋଷଣା କଲା ବିଜେପି ,ଜାଣନ୍ତୁ କିଏ କେଉଁଠୁ

ବିଳମ୍ବରେ ହେଲେମଧ୍ୟ ବିଜେପି ନିଜର 100 ବିଧାନସଭା ପାଇଁ ବିଧାୟକ ପ୍ରାଥୀ ଏବଂ 10ଲୋକସଭା ପାଇଁ ନାମ ଘୋଷଣା କରିଥିଲା I ଗତକାଲି ବାକିଥିବା 47ଆସନରୁ 22ଜଣଙ୍କ ନାମ ଘୋଷଣା କରିଛି ବିଜେପି I ଏହାସହିତ 5ଲୋକସଭା ପାଇଁ କୋରାପୁଟ- ଜୟରାମ ପାଙ୍ଗୀ,ବରଗଡ-ସୁରେଶ ପୁଜାରୀ, ସମ୍ବଲପୁର-ନୀତେଶ ଗଙ୍ଗଦେବ,କଳାହାଣ୍ଡି-ବସନ୍ତ ପଣ୍ଡା, ଏବଂ ପୁରୀ ପାଇଁ ସମ୍ବିତ ପାତ୍ର ଙ୍କ ନାମ ଘୋଷଣା ହେଇଥିବା ବେଳେ 22ବିଧାନ ସଭା ପାଇଁ ଦଳ ପ୍ରାଥୀ ଘୋଷଣା କରିଛି I

Leave a Reply

Your email address will not be published. Required fields are marked *