ବିଳମ୍ବରେ ହେଲେମଧ୍ୟ ବିଜେପି ନିଜର 100 ବିଧାନସଭା ପାଇଁ ବିଧାୟକ ପ୍ରାଥୀ ଏବଂ 10ଲୋକସଭା ପାଇଁ ନାମ ଘୋଷଣା କରିଥିଲା I ଗତକାଲି ବାକିଥିବା 47ଆସନରୁ 22ଜଣଙ୍କ ନାମ ଘୋଷଣା କରିଛି ବିଜେପି I ଏହାସହିତ 5ଲୋକସଭା ପାଇଁ କୋରାପୁଟ- ଜୟରାମ ପାଙ୍ଗୀ,ବରଗଡ-ସୁରେଶ ପୁଜାରୀ, ସମ୍ବଲପୁର-ନୀତେଶ ଗଙ୍ଗଦେବ,କଳାହାଣ୍ଡି-ବସନ୍ତ ପଣ୍ଡା, ଏବଂ ପୁରୀ ପାଇଁ ସମ୍ବିତ ପାତ୍ର ଙ୍କ ନାମ ଘୋଷଣା ହେଇଥିବା ବେଳେ 22ବିଧାନ ସଭା ପାଇଁ ଦଳ ପ୍ରାଥୀ ଘୋଷଣା କରିଛି I