ଶନିବାର ରେ ଶନିଦେବ ଙ୍କ ଏହି ଅତିପ୍ରିୟ ଗଛ ଲଗାଇବା ଦ୍ୱାରା ଘରୁ ଦରିଦ୍ରତା ପଳାଏ ,ଶନି ଙ୍କ କୃପା ମିଳେ

ସାଧାରଣତଃ ଆମ ହିନ୍ଦୁ ମାନେ ବହୁ ଠାକୁର ବିଶ୍ୱାସି I ସବୁବେଳେ ଠାକୁର ଙ୍କୁ ବିଶ୍ୱାସ କରିଥାନ୍ତି ,ଏପରିକି ପ୍ରତ୍ୟକ ଦିନ ଜଣେ ଜଣେ ଦେବୀ ଦେବତା ଙ୍କ ନାମରେ ସମର୍ପିତ କରାଯାଇଛି I ସେହିପରି ଶନିବାର କୁ ଶନି ଦେବ ଙ୍କ ନାମରେ ପୂଜା କରାଯାଏ I ପ୍ରଭୁ ଶନି ଙ୍କ କୃପା ପଡିଲେ ସବୁ ମଙ୍ଗଳ ହେଇଥାଏ ,କିନ୍ତୁ ଯାହା ଉପରେ ଶନି ଙ୍କ କୋପ ପଡିଥାଏ ତା ସମୟ ବହୁ ଖରାପ ରେ ଯାଇଥାଏ I

କିନ୍ତୁ ଶାସ୍ତ୍ର ରେ କୁହାଯାଇଛି କି ଏପରି କିଛି ଜିନିଷ ଅଛି ଯାହାକୁ ପ୍ରଭୁ ଶନିଦେବ ବହୁତ ପସନ୍ଦ କରିଥାନ୍ତି I ସେଥିମଧ୍ୟରୁ ଶମି ଗଛ ଅନ୍ୟତମ I ବିଶ୍ୱାସ ରହିଛି କି ରାମାୟଣ ସମୟରେ ଯେତେବେଳେ ପ୍ରଭୁ ଶ୍ରୀରାମ ଲଙ୍କା ବିଜୟ କରିବାକୁ ଯାଇଥିଲେ ସେତେବେଳେ ପ୍ରଭୁ ଶନିଦେବ ଙ୍କୁ ସନ୍ତୁଷ୍ଟ କରିବାକୁ ଏହି ଶମି ଗଛର ପୂଜା କରିଥିଲେ I

ଏହାକୁ ମଧ୍ୟ ମା ଦୁର୍ଗା ଙ୍କ ନବରାତ୍ରିରେ ପୂଜା ସମୟରେ ବ୍ୟବହାର କରାଯାଇଥାଏ ।ଆହୁରି ମଧ୍ୟ କୁହାଯାଏ କି ମହାଭାରତ ସମୟରେ ପାଣ୍ଡବ ମାନେ ନିଜର ଅସ୍ତ୍ର , ଶସ୍ତ୍ରକୁ ଏହି ପୂଜନୀୟ ଶମି ଗଛ ତଳେ ଲୁଚାଇ ରଖିଥିଲେ ,ଯାହାଫଳରେ ତାହାର ଶକ୍ତି ବୃଦ୍ଧି ହେଇଥିଲା

ତେଣୁ ଶମି ଗଛକୁ ଶନିଦେବ କୃପା ପାଇଁ ଘରର ଉତ୍ତର ପୂର୍ବ ଦିଗରେ ଶନିବାର ରେ ଲଗେଇଦିଅନ୍ତୁ ଏବଂ ପ୍ରତ୍ୟକ ଦିନ ପୂଜା କରିବା ଦ୍ୱାରା ଶନିଙ୍କ କୃପା ମିଳିଥାଏ I

Leave a Reply

Your email address will not be published. Required fields are marked *