ମା ଙ୍କ ପାଇଁ ପ୍ରଚାର ମୈଦାନ କୁ ଓଲ୍ହାଇଲେ ବାବୁଶାନ , ଶୋଭାଯାତ୍ରା ରେ ପ୍ରବଳ ଭିଡ

ଚର୍ଚା ହେଉଥିଲା ଓଡ଼ିଆ ହିରୋ ବାବୁଶାନ ପ୍ରଚାର ମୈଦାନ କୁ ଓଲ୍ହାଇବେ ବୋଲି ,ତେବେ ଭୁବନେଶ୍ୱର ଉତ୍ତର ବିଧାନସଭା ଆସନ ପାଇଁ ମା ତଥା ଅପରାଜିତା ମହାନ୍ତି ଙ୍କୁ ବିଜେପି ପ୍ରାଥୀ କରିବା ପରେ ଗତକାଲି ନିଜର ପ୍ରଥିପତ୍ର ଦାଖଲ କରିଥିଲେ ଅପରାଜିତା I ମା ଙ୍କ ସହିତ ଶୋଭାଯାତ୍ରା ରେ ବାବୁଶାନ ଏବଂ ଅନ୍ୟ ବିଜେପି ନେତା ବାହାରିଥିଲେ I ତେବେ ବାବୁଶାନ ଙ୍କ ସହ ହଜାର ହଜାର ସମର୍ଥକ ଅପରାଜିତା ଙ୍କ ଶୋଭାଯାତ୍ରା ରେ ସାମିଲ ହେଇଥିଲେ I ଭୁବନେଶ୍ୱର-ଉତ୍ତର ବିଧାନସଭା ଆସନ ପାଇଁ ତାଙ୍କ ଉପରେ ବିଶ୍ୱାସ ,ଆସ୍ଥା ରଖି ବିଜେପି ପ୍ରାଥୀ କରିଥିବାରୁ ଦଳକୁ ଧନ୍ୟବାଦ ଦେଇଛନ୍ତି ଅପରାଜିତା ,

ଭୁବନେଶ୍ୱର -ଉତ୍ତର କିଭଳି ଅଧିକ ବିକାଶ କରିବ ତାକୁ ନେଇ ସଦାସର୍ବଦା ସେ ଉଦ୍ୟମ କରିବେ ବୋଲି ଦୃଢ଼ ପ୍ରତିଶୃତି ଦେଇଛନ୍ତି Iଅପରାଜିତା ଙ୍କ ଶୋଭାଯାତ୍ରା ରେ ପାଖାପାଖି 10ହଜାର ରୁ ଉର୍ଧ ସମର୍ଥକ ଯୋଗ ଦେଇଥିଲେ I

Leave a Reply

Your email address will not be published. Required fields are marked *