ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଜାୟଦ ମେଡାଲ ରେ ସମ୍ମାନିତ କଲା ୟୁଏଇ

ପଡୋଶୀ ରାଜ୍ୟ ମଧ୍ୟରେ ସୁ ସମ୍ପର୍କ ପାଇଁ ମୋଦି ସବୁବେଳେ ଚେଷ୍ଟା କରିଆସିଛନ୍ତି I ଶତ୍ରୁପାଇଁ କଠୋର ହେଇଛନ୍ତି ତ ମିତ୍ର ଦେଶ ପାଇଁ ହାତ ବଢ଼ାଇଦେଇଛନ୍ତି I ୟୁନାଇଟେଡ୍‌ ଆରବ ଏମିରେଟ୍‌ସ ଏବଂ ଭାରତ ମଧ୍ୟରେ ସୁଦୃଢ଼ ସମ୍ପର୍କ ପାଇଁ ମୋଦିଙ୍କୁ ସମ୍ମାନିତ କରାଯାଇଛି I ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଜାୟଦ ମେଡାଲ ସମ୍ମାନ ରେ ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ମୋଦିଙ୍କୁ ସମ୍ମାନୀତ କରିଛନ୍ତି Iଏନେଇ ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ଏକ ଟ୍ୱିଟ କରି ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *