ମାଗଣା କଲିଂ ପରେ ଶସ୍ତାରେ ଏବେ ଘର ଦେବେ ମୁକେଶ ଆମ୍ବାନି

ଜିଓ ଦ୍ଵାରା ଭାରତ ର ଟେଲିକମ ଓ ଇଣ୍ଟରନେଟ୍ କ୍ଷେତ୍ର ରେ ବିପ୍ଳବ ଆଣିଥିବା ଦୁନିଆ ର ୧୩ତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ବର୍ତ୍ତମାନ ରିଅଲ ଇଷ୍ଟେଟ୍ ଦୁନିଆ ରେ ପାଦ ଥାପିବକୁ ଯାଉଛନ୍ତି।

ସୂଚନା ଯୋଗ୍ୟ ଯେ ରିଲିଆନ୍ସେ ରିଅଲ ଇଷ୍ଟେଟ୍ ଦୁନିଆ ରେ ପାଦ ଥାପିବା ପରେ ଟେଲିକମ ପରି ଏହି କ୍ଷେତ୍ର ରେ ମଧ୍ୟ ବିପ୍ଳବ ଆସିଯିବ। ରିଲିଅନ୍ସ ଦ୍ଵାରା ହେବାକୁ ଥିବା ଏହି ମାର୍କେଟ ରେ ଉଭୟ ନିବେଶକ ଓ ଗ୍ରାହକ ଙ୍କୁ ଫାଇଦା ହେବ। ରିଲିଅନ୍ନସ ମୁମ୍ବାଇ ପାଖରେ ଏକ ୱ୍ୟା ଲଡ୍ କ୍ଲାସ୍ ମେଗା ସିଟି ନିର୍ମାଣ କରୁଛି। ଯାହା ଦ୍ଵାରା କି ଲୋକ ମାନଙ୍କୁ ଗୃହ ଯୋଗାଇ ଦିଆଯିବ।

ଏବଂ ଏହି ପ୍ରୋଜେକ୍ଟ ରିଲିଆଁସେ ର ସବୁଠାରୁ ବଡ ପ୍ରୋଜେକ୍ଟ ହେବ। ଏହି ପ୍ରୋଜେକ୍ଟ ମାଧ୍ୟମ ରେ ପିତା ଧିରୁ ଭାଇ ଅମ୍ବାନୀ ଙ୍କ ସ୍ବପ୍ନ ପୂରଣ କରିବେ ମୁକେଶ।

Leave a Reply

Your email address will not be published. Required fields are marked *